Only for Entertainment

ଦ୍ୱିତୀୟ ବିବାହକୁ ନେଇ କ’ଣ ରହିଛି କରିସ୍ମାଙ୍କର ପ୍ଲାନ ।

aajtak
0 53

କରିସ୍ମା କପୁରଙ୍କ ନାମ ଏବେ ବିଜନେସମ୍ୟାନ ସନ୍ଦୀପ ତୋସନୀୱାଲକୁ ନେଇ ଚର୍ଚ୍ଚାରେ ରହିଛି । ଖବର ଆସିଥିଲାଯେ ୨୦୧୪ରେ ପତିଙ୍କ ସହିତ ଡିଭୋର୍ସ ପରେ କରିସ୍ମା ଖୁବଶୀଘ୍ର ବିବାହ କରିବେ । କିନ୍ତୁ ଏହି ସମସ୍ତ ଖବର ଉପରେ କରିସ୍ମାଙ୍କ ବାପା ରଣଧୀର ପୂର୍ଣ୍ଣଛେଦ ପକାଇଛନ୍ତି ।

ଖବର ଅନୁସାରେ ରଣବୀର କହିଛନ୍ତିଯେ କରିସ୍ମାଙ୍କ ବବାହ ଚର୍ଚ୍ଚା ସଂପୂର୍ଣ୍ଣ ମିଛ । ସେ ଏହା ମଧ୍ୟ କହିଛନ୍ତିଯେ ମୁଁ ଚାହୁଁଛିଯେ କୀନା ପୁଣିଥରେ ବିବାହ କରୁ କିନ୍ତୁ ସେ ଏଥିପାଇଁ ରାଜି ନୁହେଁ । ସେ ଦ୍ୱିତୀୟ ଥର ବିବାହ କରିବାକୁ ଚାହୁଁ ନାହାଁନ୍ତି । ତେବେ କରୀନାଙ୍କର ଗୋଟିଏ ପ୍ଲାନଯେ ସେ କିଭଳି ତାଙ୍କ ପିଲାଙ୍କୁ ଭଲ ଦେଖାରେଖା କରିବେ ।

ସନ୍ଦୀପଙ୍କ ସହିତ କରିସ୍ମାଙ୍କ ସଂପର୍କ ବିଷୟରେ ପଚାରିବାରୁ ରଣଧୀର କହିଲେଯେ ସେ ଭଲ ସାଙ୍ଗ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More