Only for Entertainment

ଆପାର୍ଟମେଂଟର ବାଲକୋନିକୁ ଭସାଇ ନେଲା ସମୂଦ୍ର ଲହରୀ,ଆଖି ପିଛୁଳାକେ ଚୁରମାର ହୋଇଗଲା………….

punjab keasri
44

କେତେକ ଲୋକଙ୍କ ସ୍ୱପ୍ନ ରହିଥାଏ ଯେ ସେମାନେ ସମୂଦ୍ର ବାଖରେ ଘର ନେଇ ରୁହନ୍ତୁ,କେବେ କେବେ ଏହି କଥା ନିରାଶର କାରଣ ମଧ୍ୟ ହୋଇପାରେ । ସମୂଦ୍ର ନିକଟରେ ଘର କରି ରହିବା ଖୁବ ବିପଦପୂର୍ଣ୍ଣ ।ସମୂଦ୍ର କେବେ ମଧ୍ୟ ଆପଣଙ୍କୁ ଜୀବନକୁ କ୍ଷତି ପହଂଚାଇଦିଏ । ଯାହା ଦୁଃଖର କାରଣ ।ସ୍ପେନର ଉତ୍ତର-ପଶ୍ଚିମ ଦ୍ୱୀପ ସ୍ଥିତ ମେସା ଡେଲ ମାର ସହରରେ କିଛି ଏଭଳି ହୋଇଛି ।

 

ଗତ କିଛି ଦିନ ହେବ ଏଠାର ପାଣିପାଗ କିଛି ଖରାପ ରହିଛି ।ସମୂଦ୍ର ତରଫରୁ ବିପଦ ଥିବାରୁ ବିପଦ ସଙ୍କେତ ମଧ୍ୟ ଜାରି କରାଯାଇଥିଲା ।ଏଠାରେ ସମୂଦ୍ର କୂଳରେ ୬୫ଟି ଆପାର୍ଟମେଂଟ ରହିଛି ।ଏମାନଙ୍କ ମଧ୍ୟରେ ଡାଲି ଡେ ହୋମ ଆପାର୍ଟମେଂଟର ଅଧିକ କ୍ଷତି ଘଟିଛି ।ସମୂଦ୍ର ଲହରୀର ପ୍ରକୋପ ଏତେ ଅଧିକଯେ ବାଲକୋନି ମଧ୍ୟ ସୁରକ୍ଷିତ ରହିନାହିଁ ।ଆପଣ ଭିଡ଼ିଓରେ ଦେଖିପାରିବେଯେ ଲହରୀ କିଚଇ ସମୟ ମଧ୍ୟରେ କିପରି ବାଲକୋନିକୁ ଚୁରମାର କରିଦେଲା ।

 

ନିଜର କଥାକୁହା ପ୍ରତିମୂର୍ତ୍ତିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଅନୁଷ୍କା,ପୂର୍ବରୁ ଏଭଳି ଘଟିନାହିଁ କୌଣସି ସେଲିବ୍ରେଟୀଙ୍କ ସହିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More