Only for Entertainment

ମିସ ଧୋନିଙ୍କ ସହିତ କିଙ୍ଗଖାନଙ୍କ ମସ୍ତିଭରା ଅନ୍ଦାଜ, ଫଟୋ ହେଲା ଭାଇରାଲ

Kabhi2milo News
0 44

ଆପିଏଲ ୨୦୧୮ ଏପ୍ରିଲ ୭ରୁ ଆରମ୍ଭ ହୋଇସାରିଛି । ଗତ କାଲି ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଶାହାରୁଖ ଖାନ ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭାଙ୍କ କ୍ୟୁଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

jiva3

ଶାହାରୁଖ ନିଜ ଟିମକୁ ସପୋର୍ଟ କରିବା ପାଇଁ ପହଁଚିଥିବା ବେଳେ ଜିଭା ୟେଲୋ କଲର ଡ୍ରେସରେ ନିଜ ପାପାଙ୍କ ଟିମକୁ ସପୋର୍ଟ କରୁଥିବାର ଦେଖବାକୁ ମିଳିଛି ।

jiva 1

ତେବେ ଶାହାରୁଖ ଜିଭାଙ୍କ ସହିତ ଷ୍ଟାଡିୟମରେ ଖୁବ ମସ୍ତି କରୁଥିବା ନଜର ଆସିଛି । ଏବଂ ଦୁହିଁଙ୍କ ଫଟୋକୁ ସୋସିଆଲ ସାଇଟ ଗୁଡିକରେ ଲୋକେ ଖୁବ ପସନ୍ଦ କରିଛନ୍ତି ।

jivaa

ଜିଭା ଷ୍ଟାଡିୟମରେ ନିଜ ମମ୍ମୀ ସାକ୍ଷୀଙ୍କ ସହିତ ଚେନ୍ନାଇକୁ ସପୋର୍ଟ କରିବା ପାଇଁ ପହଁଚିଥିଲେ । ଷ୍ଟାରକିଡଙ୍କ ବିଷୟରେ କହିବାକୁ ଗଲେ ଜିଭା ସୋସିଆଲ ମିଡିଆରେ ଖୁବ ଲୋକପ୍ରିୟ ।

jivaa1

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More