Only for Entertainment

ଶାହାରୁଖଙ୍କୁ ବଡ଼ ବ୍ରେକ ଦେଇଥିବା ନିର୍ଦ୍ଦେଶକଙ୍କ ପରଲୋକ, ବହିରେ କିଙ୍ଗ ଖାନଙ୍କ ପାଇଁ ଲେଖିଥିଲେ ଏହି କଥା ।

bollywood tadka
28

ବଲିଉଡ ଆକ୍ଟର ଶାହାରୁଖ ଖାନଙ୍କୁ ଇଣ୍ଡଷ୍ଟ୍ରିରେ ପରିଚିତ କରିଥିବା ନିର୍ଦ୍ଦେଶକ କର୍ଣ୍ଣଲ ରାଜକପୁରଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଛି । ଏହି ଦୁଃଖଦଖବରକୁ ତାଙ୍କ ପୁଅ ଫେସବୁକରେ ଫଟୋ ଶେୟାର କରି ଜଣାଇଛନ୍ତି । କହିରଖୁଛୁଯେ ଶାହାରୁଖ ଛୋଟ ପରଦାରେ ଧାରାବାହିକ ‘ଫୌଜି’ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ । ଏହାର ନିର୍ଦ୍ଦେଶକ ଥିଲେ କର୍ଣ୍ଣଲ ରାଜକପୁର ।

ଶାହାରୁଖଙ୍କୁ ଏକ ବଡ଼ ବ୍ରେକ ଦେବାରେ କର୍ଣ୍ଣଲଙ୍କର ଏକ ବଡ଼ ଯୋଗଦାନ ରହିଛି । ଅବଶ୍ୟ ଏହିକଥାକୁ ସେ କେବେ ମଧ୍ୟ ସ୍ୱୀକାର କରିନାହାଁନ୍ତି । କର୍ଣ୍ଣଲ ସବୁବେଳେ ଏହି କଥା କୁହନ୍ତିଯେ ତାଙ୍କ ବାପା ମା ତାଙ୍କୁ ଷ୍ଟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More