Only for Entertainment

ଗଣେଷ ପୂଜା ବିସର୍ଜନରେ ଶିଳ୍ପା ସେଟ୍ଟୀ ଜମେଇକି ଲଗାଇଲେ ଠୁମକା, ଦେଖନ୍ତୁ ଭିଡିଓ !

zeenews
0 51

ଗଣେଷଙ୍କ ଉତ୍ସବ ମହାରାଷ୍ଟ୍ରରେ ଶ୍ରଦ୍ଧା ଏବଂ ଉତ୍ସାହର ସହ ପାଳନ କରାଯାଏ । ବିଗତ ଗୁରୁବାର ଦିନ ନୂଆ ପୋଷାକ ପରିଧାନ କରି ଗଜାନନଙ୍କୁ ଘରକୁ ଅଣାଯାଇଥାଏ । ସମସ୍ତେ ଏହିଭଳି ବାଜା ବଜାଇ ଧୁମଧାମରେ ଗଣେଷଙ୍କୁ ଘରକୁ ଆଣିଥାଆନ୍ତି । ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ପିଜ ଘରକୁ ଇକୋ ଫ୍ରେଣ୍ଡଲି ଗଶେଷଙ୍କୁ ଆଗମନ କରିଥିଲେ ଏବଂ ଦ୍ୱିତୀୟ ଦିନ ଧୁମଧାମରେ ବିସର୍ଜନ କରିଥିଲେ ।

ଏହିଭଳି ଶିଳ୍ପା ଢୋଲ-ନଗାଡାର ଧୁନରେ ଠୁମକା ମଧ୍ୟ ଲଗାଇ ଥିବାର ନଜର ଆସିଛନ୍ତି । ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏହି ଉତ୍ସବରେ ମଧ୍ୟ ସାମିଲ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More