Only for Entertainment

ଟାଇଗରଙ୍କ ଡ୍ୟାନ୍ସ ଦେଖି ‘ବାଗୀ’ ହେଲେ ଶିଳ୍ପାଙ୍କ ଭିଆନ ! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ।

hindustan times
0 128

ଟାଇଗର ଶ୍ରଫଙ୍କ ଫିଲ୍ମ ‘ବାଗୀ ୨’୫ଦିନ ମଧ୍ୟରେ ୯୫କୋଟି ଅତିକ୍ରମ କରିସାରିଲାଣି । ଟାଇଗରଙ୍କ ଆକ୍ସନ ଏବଂ ଡ୍ୟାନ୍ସ ଭରପୁର ଥିବା ଏହି ଫିଲ୍ମ ବକ୍ସ ଅଫିସରେ ଧୁମ ମଚାଇଛି । ଟାଇଗରଙ୍କ ପ୍ରଶଂସକ କେବଳ ବଡ ଲୋକ ନୁହଁନ୍ତି ବରଂ ଛୋଟ ଛୁଆଙ୍କ ଉପରେ ଯାଦୁ କରିଛନ୍ତି ଟାଇଗର । ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ଦେଖି ଆପଣ ତାଙ୍କୁ ଦ୍ୱିତୀୟ ଟାଇଗର ନିଶ୍ଚୟ କହିବେ ।

ଏହି ପ୍ରସିଦ୍ଧ ଅଭିନେତ୍ରୀ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଶିଳ୍ପା ସେଟ୍ଟୀ । ଶିଳ୍ପା ଜଣେ ଭଲ ଡ୍ୟାନ୍ସର । ଶିଳ୍ପା ତାଙ୍କ ପୁଅ ଭିଆନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ଭିଆନ ‘ବାଗୀ ୨’ଫେମସ ଗୀତରେ ‘ମୁଣ୍ଡିଆ’ ଗୀତରେ ସେ ଟାଇଗରଙ୍କୁ କପି କରିବାକୁ ଚେଷ୍ଟା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More