Only for Entertainment

ମେକଅପ ପରେ ରାନୁ ମଣ୍ଡଳଙ୍କ ଇଂଗ୍ରାଜୀ ହେଉଛି ଭାଇରାଲ, ଗୀତ ଭୁଲିବା ପରେ କହିଲେ ‘ଓ ମାଇଁ ଗଡ…’

latestly
74

ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳ ପୁଣିଥରେ ସୋସିଆଲ ଚର୍ଚ୍ଚାରେ ରହିଛନ୍ତି । ପବ୍ଲିକ ଇଭେଣ୍ଟରେ ରାନୁ ପୁଣିଥରେ ତାଙ୍କ ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି । ଅସଲରେ ରାନୁ ମଣ୍ଡଳ ଏକ ଇଭେଣ୍ଟରେ ପହଁଚିଥିଲେ । ଏହି ଇଭେଣ୍ଟରେ ଜଣେ ପତ୍ରକାର ତାଙ୍କୁ ଗୀତ ଗାଇବା ପାଇଁ ଆଗ୍ରହ କରିଥିଲେ । ରାନୁଙ୍କୁ ପତ୍ରକାର ଜଣ ଙ୍କ କିଛି ଲାଇନ୍ସ ଗାଇବା ପାଇଁ କହିଥିଲେ । ଏହା ପରେ ରାନୁ କିଛି ଭାବବା ପରେ କୁହନ୍ତି, ‘ଓ ମାଇଁ ଗଡ, ମୁଁ ତ ଭୁଲି ଗଲି ।’ ସୋସିଆଲ ମିଡିଆରେ ରାନୁଙ୍କ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ରାନୁ ଗୀତର ଲାଇନ୍ସ ଭୁଲି ଯାଇଛନ୍ତି ।

 

ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ତାଙ୍କ ଉପରେ ମିମ୍ସ କରି ମଜାକ ଉଡାଇବା ଆରମ୍ଭ କରିଦେଇଛନ୍ତି । ଆପଣଙ୍କୁ କହିରଖୁଛୁ ଏହା ପ୍ରଥମ ଥର ନୁହେଁ ଯେ ରାନୁ ଏହି ଭଳି ଟ୍ରୋଲ ହୋଇଛନ୍ତି ଏହା ପୂର୍ବରୁ ମଧ୍ୟ ସେ ମହିଳା ଫ୍ୟାନ୍ସଙ୍କୁ ଖରାପ ବ୍ୟବହାର କରି ଟ୍ରୋଲ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More