Only for Entertainment

ସ୍ମୃତି ଇରାନୀ ଶେୟାର କଲେ ରାଜସ୍ତାନୀ ମଡେଲଙ୍କ ସଂଘର୍ଷର କାହାଣୀ, ଭିଡିଓ ଦେଖି ହୋଇଯିବେ ଇମୋସନାଲ !

44

ଆମ ଦେଶରେ ଆଜି ମଧ୍ୟ ଏଭଳି ଜାଗା ରହିଛି ଯେଉଁଠି ଝିଅଙ୍କୁ ବୋଝ ମାନନ୍ତି ଏବଂ ତାଙ୍କର ଅଳ୍ପ ବୟସରେ ବିବାହ କରିଦିଅନ୍ତି । କିନ୍ତୁ କିଛି ଏଭଳି କାହାଣୀ ରହିଛି ଆମ ସାମ୍ନାରେ ଯାହା ଏସବୁ କୁରୀତିରୁ ବିଜୟ ହାସଲ କରିପାରିଛି । ନିଜ ନାଁ କମାଇବା ପାଇଁ ଖୁବ ପରିଶ୍ରମ କରୁଛନ୍ତି । କିଛି ଏଭଳି କାହାଣୀ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଇନଷ୍ଟାଗ୍ରାମର ୱାଲରେ ଏକ ଭିଡିଓ ନଜର ଆସିଛି । ଯେଉଁଠି ସେ ଜଣେ ରାଜସ୍ତାନୀ ମଡେଲଙ୍କ ସଂଘର୍ଷର କାହାଣୀକୁ ନେଇ ସଫଳତା ପର୍ଯ୍ୟନ୍ତ ଶେୟାର କରିଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରବିବାର ଶେଷ ହୋଇଥିବା ଲାକ୍ମୀ ଫ୍ୟାଶନ ୱିକ’ର ନିଶା ୟାଦବ ନାମକ ରାଜସ୍ତାନୀ ମଡେଲଙ୍କ କାହାଣୀକୁ ଦୁନିଆ ସାମ୍ନାରେ ଶେୟାର କରିଛନ୍ତି । ଇରାନୀ ଏଥିପାଇଁ ନିଜ ଇନଷ୍ଟାଗ୍ରାମର ସାହାଯ୍ୟ ନେଇଛନ୍ତି । ଦେଖନ୍ତୁ ଭିଡିଓ-

 

View this post on Instagram

 

A post shared by Smriti Irani (@smritiiraniofficial) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More