Only for Entertainment

ସ୍ପାଇଡରମ୍ୟାନଙ୍କୁ ପସନ୍ଦ ଏହି ସୁପରହିରୋ ।

aajtak
0 45

ହଲିଉଡର ଯୁବ ଆକ୍ଟର ଟମ ହଲେଣ୍ଡ ଆଜିକାଲି ତାଙ୍କ ଫିଲ୍ମ ଆଭେଂଜର୍ସ -ଇନଫିନିଟ ବାର କାରଣରୁ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମରେ ସେ ସ୍ପାଇଡରମ୍ୟାନ ଚରିତ୍ରରେ ନଜର ଆସିବେ । ନିକଟରେ ସେ ଇଣ୍ଡିଆ ଟୁଡେକୁ ଇଂଟରଭ୍ୟୁ ଦେଇଛନ୍ତି ଏବଂ ଫିଲ୍ମ ବିଷୟରେ ନିଜର ମତ ଦେଇଛନ୍ତି ।

ଟମଙ୍କ କହିବା ଅନୁସାରେ ପିଲାଟି ଦିନରୁ ସେ ମାର୍ବଲ କମିକ୍ସଙ୍କର ଦିୱାନା ,ବଂ ଛୋଟ ସମୟରୁ ସେ ଏହାକୁ ପଢି ଆସୁଛନ୍ତି । ଏହା ବ୍ୟତୀତ ସେ ଆଇରନମ୍ୟାନ ଏବଂ ସ୍ପାଇଡରମ୍ୟାନର ସମସ୍ତ ଫିଲ୍ମ ଦେଖିଛନ୍ତି । ସେ ପିଲାଟି ବେଳରୁ ଏଭଳି ଫିଲ୍ମ ଦେଖି ଆସୁଛନ୍ତି । ଆଜି ସେ ନିଜେ ଏଭଳି ଫିଲ୍ମରେ ଅଭିନୟ କରିଛନ୍ତି ।

ମେନିଏଚର ବିଷୟରେ ପଚାରିବାରୁ ସେ କହିଲେଯେ ଏହାର ଲୁକ ସାମାନ୍ୟ ଅଜବ ହେଲେ ମଧ୍ୟ ମୋତେ ଏହା ପସନ୍ଦ ଆସିଲା । ଷ୍ଟାର ମାନେ ତାଙ୍କ ଶକ୍ତି ବିଷୟରେ ନ ଜାଣି ଛୋଟପିଲା ଭାବି ତାଙ୍କୁ ଅଣ୍ଡରେଷ୍ଟିମେଟ କରୁଥିଲେ ।
ଯେତେବେଳେ ତାଙ୍କୁ ତାଙ୍କର ସବୁଠାରୁ ପସନ୍ଦର ସୁପରମ୍ୟାନଙ୍କ ନାମ ପଚରାଗଲା ସେ କ୍ୟାପଟେନ ଆମେରିକାଙ୍କ ନାମ ନେଲେ । ତାଙ୍କୁ ବ୍ଲାକ ପାନ୍ଥର ମଧ୍ୟ ଖୁବ ପସନ୍ଦ । ଯେତେବେଳେ ତାଙ୍କୁ ଭାରତ ଆସିବା କଥା ପଚାରାଗଲା ତ ସେ କହିଲେ ସେ ଥରେ ଭାରତ ଆସିବାକୁ ଚାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More