Only for Entertainment

ଫିଲ୍ମ ସୁଇ ଧାଗାରେ ନଜର ଆସିଲା ପାରମ୍ପରିକ ବୃତ୍ତିର ଜ୍ୱଳନ୍ତ ଚିତ୍ର ।

hindustan times
0 34

ଅନୁଷ୍କା ଶର୍ମା ଏବଂ ବରୁଣ ଧାୱନଙ୍କ ଅଭିନୀତ ଫିଲ୍ମ ସୁଇ ଧାଗା ଏକ ଭିନ୍ନ ପ୍ରକାରର କାହାଣୀକୁ ନେଇ ନିର୍ମାଣ କରାଯାଇଛି । ଯେଉଁଥିରେ ଦର୍ଶକଙ୍କୁ ଏକ ଭିନ୍ନ ସ୍ୱାଦର ଅନୁଭବ ମିଳିବ । ନିକଟରେ ଫିଲ୍ମର ପ୍ରମୋଶନରେ ପାରମ୍ପରିକ ଫଟୋ ରିଲିଜ କରାଯାଇଛି । ଅବଶ୍ୟ ଏହି ଫଟୋକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହା ସହିତ କେହି କେହି କମେଂଟ କରିଛନ୍ତିଯେ ଯାହା ହେଉ ଫିଲ୍ମରେ କିଛି ପ୍ରମୋଶନ ଦେଖିବାକୁ ମିଳିନାହିଁ ।

 

 

View this post on Instagram

 

Love ? Victory ? Freedom ? #Section377

A post shared by AnushkaSharma1588 (@anushkasharma) on

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More