Only for Entertainment

ବର୍ଷକର ତୈମୁର ମାଗାଜିନରେ କଲେ ଡେବ୍ୟୁ !

dainik bhaskar
0 52

କରୀନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାନଙ୍କ ନୂଆ ନୂଆ ଫଟୋ ଏବେ ଚର୍ଚ୍ଚା ଧରିଛି । କେତେବେଳେ ଜିମ ବାହାରେ ତ କେତେବେଳେ ସୁଟିଂ ସେଟରେ ନଜର ଆସନ୍ତି । ଏହାବ୍ୟତୀତ ସୋସିଆଲ ମିଡିଆରେ ତୈମୁରଙ୍କ ଏକ ନୂଆ ଫଟୋ ଭାଇରାଲ ହୋଇଛି । ମ୍ୟାଗାଜିନର କଭର ପେଜରେ ନଜର ଆସିଛି ତୈମୁରଙ୍କ ଏହି ଫଟୋ ।

ଭାଇରାଲ ହେଉଥିବା ଫଟୋରେ ତୈମୁର କିଛି ରଂଗ ସହ ଖେଳୁଥିବାର ନଜର ଆସିଛି । କଭର ପେଜର ଟାଇଟଲ ରହିଛି “ମିଟ ଇଣ୍ଡିଆଜ ପ୍ରିନ୍ସ ଚାର୍ମିଂ ତୈମୁର ଅଲ୍ଲୀ ଖାନ” । ଲାଗୁଛି ଯେପରି ଏହି ମ୍ୟାଗାଜିନ ଜରିଆରେ ସେ ଡେବ୍ୟୁ କରିବାକୁ ଯାଉଛନ୍ତି ।
ମାତ୍ର ସତ କଥା ହେଉଛି ,ଏହି ଫଟୋ ପ୍ରସ୍ତୁତ କରାଯାଇଛି କେବଳ ଅପ୍ରେଲ ଫୁଲ ପାଇଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More