Only for Entertainment

ବାପା ସୈଫ ଅଲ୍ଲୀଙ୍କ ସହ ଖେଳ ମଇଦାନରେ ପହଂଚିଲେ ତୈମୁର, ଫୁଟବଲ ଖେଳିବା ଭିଡିଓ ହେଲା ଭାଇରାଲ !

0 36

ତୈମୁର ଜଣେ ଏଭଳି ଷ୍ଟାର କିଡ ଅଟନ୍ତି ଯେ ତାଙ୍କ ଜନ୍ମରୁ ହିଁ ଲୋକପ୍ରିୟତା ହାସଲ କରିବାରେ ଲାଗିଛନ୍ତି । ତୈମୁର ଅଲ୍ଲୀଙ୍କ ନାଁରୁ ତାଙ୍କ ସ୍କୁଲ ଯିବା ପର୍ଯ୍ୟନ୍ତ ତାଙ୍କର ସମସ୍ତ କଥା ଭାଇରାଲ ହୋଇଥାଏ । ସେ କିଛି ଦିନ ହେବ ତାଙ୍କ ବାପାଙ୍କ ସହ ସ୍ପଟ ହୋଇଥିଲେ । ସେହି ସମୟରେ ସେ ଖେଳୁଥିଲେ । ଏବେ ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ତୈମୁର ଅଲ୍ଲୀ ଖାନ ଏବଂ ସୈଫ ଅଲ୍ଲୀ ଖାନଙ୍କ ଖେଳ ମଇଦାନର ଭିଡିଓ ସାମ୍ନ।।କୁ ଆସିଛି । ଏକ ଭିଡିଓରେ ତୈମୁରଙ୍କ ବାପା ସୈଫ ଅଲ୍ଲୀ ଖାନ ଙ୍କ ସହ ବ୍ୟାଡମିଂଟନ ଖେଳୁଥିବା ଲୋକଙ୍କୁ ଏକ ଲୟରେ ଚାହିଁଥିଲେ । ଦେଖନ୍ତୁ ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More