Only for Entertainment

ବିବାହ ପରେ ସପନା ଚୌଧୁରୀଙ୍କ ଗୀତରେ ଜମେଇକି ନାଚିଲେ ରୁବୀନା, ଭିଡିଓ ଭାଇରାଲ ।

The Indian Express
0 54

ବିବାହ ବନ୍ଧନରେ କିଛି ତଳେ ବାନ୍ଧି ହୋଇଥିବା ରୁବିନା ଦିଲେକ ଖୁବ ଖୁସି ଅଛନ୍ତି । ୨୧ଜୁନରେ ରୁବୀନା ଅଭିନବ ଶୁକ୍ଳାଙ୍କୁ ବିବାହ କରିଛନ୍ତି । ସେବେଠାରୁ ଦୁହିଁଙ୍କୁ ବିବାହ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏବେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କୁ ସପନା ଚୌଧୁରୀଙ୍କ ଗୀତରେ ନାଚୁଥିବାର ଦେଖିବାକୁ ମିଳିଥିଲା ।

ଏହି ଭିଡିଓ ରୁବୀନାଙ୍କ ଜଣେ ଫ୍ୟାନ୍ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଯେଉଁଥିରେ ସେ ସପନାଙ୍କ ଗୀତ ତେରି ଆଖ୍ୟା କା କାଜଲ’ରେ ରୁବୀନା ଧୁମ ନାଚିଛନ୍ତି । ତାଙ୍କ ସହ ଶରଦ କେଲକର, ସଂଜୀଦା ଶେଖ ଭଳି ଅନେକ ଟିଭି ଷ୍ଟାର ଡ୍ୟାନ୍ସ କରୁଛନ୍ତି । ରୁବୀନାଙ୍କ ଏହି ଭିଡିଓ ତାଙ୍କ ବିବାହ ପରର ଅଟେ । କାରଣ ଏଥିରେ ତାଙ୍କର ଚୁଡା ସହ ମଥାରେ ସିନ୍ଦୁର ପରିଷ୍କାର ଦିଶୁଛି ।

ବିବାହ ପରେ ରୁବୀନା ନିଜ ଖାସ ଲୋକଙ୍କ ସହ ରିସେପ୍ଶନ ପାର୍ଟି ରଖିଥିଲେ, ଯାହାକି ଅଭିନବଙ୍କ ହୋମ ଟାଉନ ଅର୍ଥାତ ଲୁଧିଆନାରେ ଥିଲା । ରିସେପଶନରେ ରୁବୀନା ଏବଂ ଅଭିନବ ଇଣ୍ଡୋ-ୱେଶ୍ଟର୍ନ ଆଉଟଫିଟ ପିନ୍ଧି ଥିଲେ ଏବଂ ଖୁବ ହଟ ଦିଶୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More