Only for Entertainment

ଆପଣଙ୍କୁ ମଧ୍ୟ ଭୋକ ନ ଲାଗିବା ଭଳି ସମସ୍ୟା ଦେଖାଯାଉଛି କି? ଜ୍ୱର ମଧ୍ୟ ଭଲ ହୋଇଯିବ ।

youtube
0 57

ତେନ୍ତୁଳି କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଏଥିରେ ଏଭଳି କିଛି ଗୁଣ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ । ଏଥିରେ ଭିଟାମିନ ସି,କ୍ୟାଲସିୟମ,ଆଇରନ,ଫାଇବର ଏବଂ ପୋଟାସିୟମ ବହୁ ପରିମାଣରେ ରହିଥାଏ ।

ଯଦି ଆପଣଙ୍କୁ ଭୋକ ଲାଗୁନାହିଁ ତେବେ ତେନ୍ତୁଳି ଖାଆନ୍ତୁ । ଏହାକୁ ଖାଇବା ଦ୍ୱାରା ଭୋକ ବଢିବ । ତେବେ ତେନ୍ତୁଳି ରସରେ ସାମାନ୍ୟ କଳା ଳୁଣ ମିଶାଇ ପିଇବା ଦ୍ୱାରା ଭୋକ ବଢିଥାଏ ।

ତେନ୍ତୁଳିରେ ଫାଇବର ରହିଥାଏ । ଭଲ ପାଚନକ୍ରିୟା ପାଇଁ ଏକ ଲିଟର ଜଳରେ ୧ ଚାମଚ ତେନ୍ତୁଳିକୁ ଫୁଟାନ୍ତୁ ଏବଂ ଥଣ୍ଡା ହେବା ପରେ ଛାଣି ପିଅନ୍ତୁ ।

ପାଚିଲା ତନ୍ତୁଳି ରସରେ ମିଶ୍ରି ମିଶାଇ ପିଇବା ଦ୍ୱାରା ଜ୍ୱର ଭଲ ହୋଇଯାଏ ।
ତେନ୍ତୁଳି ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ଆଣ୍ଠୁ ଗଣ୍ଠି ସମସ୍ୟାରେ ତେନ୍ତୁଳିର ଲେପ ଲଗାନ୍ତୁ । ଉପରେ ସୂତା ଘୋଡ଼ାଇ ଦିଅନ୍ତୁ । ଯନ୍ତ୍ରଣା କମ ହୋଇଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More