Only for Entertainment

ଅବସାଦ ଦୂର କରେ ଜଙ୍କ ଫୁଡ, ଜାଣନ୍ତୁ କିପରି ?

indiasopinion
19

ଅବସାଦ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟି ଗଲାଣି । କାମର ଚାପ ଏବଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଲୋକ ଖୁବ୍‌ କମ ବୟସରୁ ଅବସାଦଗ୍ରସ୍ଥ ହୋଇ ପଡ଼ୁଛନ୍ତି । ଆରମ୍ଭରୁ ଲୋକମାନେ ଏହାକୁ ସେତେଟା ଧ୍ୟାନ ନ ଦେଉଥିବାରୁ ପରେ ଏହା ଗମ୍ଭୀର ଋପ ନେଉଛି । ତେବେ ପ୍ରତିଦିନର ଏ ସବୁ ସମସ୍ୟାକୁ ଦୂର କରିବା ପାଇଁ ମନ ପସନ୍ଦର ଖାଦ୍ୟ ଖାଇବା ନିହାତି ଆବଶ୍ୟକ । କାରଣ ମନ ପସନ୍ଦର ଖାଦ୍ୟ ହିଁ ମନକୁ ହାଲୁକା କରିଥାଏ । ଜଙ୍କ ଫୁଡ଼୍‍ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି କୁହାଯାଇଥାଏ । କିନ୍ତୁ ଅବସାଦରେ ଥିବା ସମୟରେ ଏହାକୁ ଖାଇଲେ ଏହି ରୋଗ ଦୂର ହୋଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ..

  • ଏବେ ମୋମୋଜକୁ ସ୍ନାକସ୍‌ ହିସାବରେ ସବୁ ଲୋକ ଖାଇବାକୁ ପସନ୍ଦ କରୁଛନ୍ତି । ଏଥିରେ ବ୍ୟବହାର କରାଯାଉଥିବା ଜିନିଷ ମଧ୍ୟରେ ପତ୍ର କୋବି,ଗାଜର,ରସୁଣ,ପିଆଜ,ଟମାଟୋ,ଅଦା ଇତ୍ୟାଦି ରହିଥାଏ । ଏହାକୁ ଯେତେବେଳେ ବାମ୍ଫ ଦିଆଯାଇ ପ୍ରସ୍ତୁତ କରାଯାଇଥାଏ । ସେତେବେଳେ ଏହାର ପୌଷ୍ଟିକତା ଅଧିକ ବଢ଼ି ଯାଇଥାଏ । ଯାହାକୁ ଖାଇବା ଦ୍ୱାରା ମସ୍ତିଷ୍କ ଶାନ୍ତ ହେବା ସହ ଅବସାଦ ଦୂର ହୋଇଥାଏ ।
  • ଛୋଟ ପିଲାମାନେ ରୁଟି ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ । କିନ୍ତୁ ବାହାରେ ମିଳୁଥିବା ରୋଲ ଖାଇବା ସେମାନଙ୍କ ପସନ୍ଦ । ରୋଲରେ ବିଭିନ୍ନ ପ୍ରାକାରର ପୃଷ୍ଟିକର ଜିନିଷ ମିଶିଥାଏ । ଯାହାକୁ ଖାଇବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିଥାଏ ।
  • ପନି ପରିବା ଅପେକ୍ଷା ଡ଼୍ରାଏ ଫୁଡ଼୍‍ସ ମଧ୍ୟ ମସ୍ତିଷ୍କକୁ ଶାନ୍ତ କରିଥାଏ । ଏଥିରେ ଥିବା ପୃଷ୍ଟିକର ଜିନିଷ ମସ୍ତିଷ୍କ ସହ ଶରୀରକୁ ସୁସ୍ଥ ରଖିଥାଏ
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More