Only for Entertainment

ଜାଣନ୍ତୁ ଏସପ୍ତାହର ରାଶିଫଳ

womens health
0 53

ମେଷ: ରବିବାର: ସବୁ କାମ ସହଜରେ ପୂରା ହେବ। ସୋମ ଓ ମଙ୍ଗଳବାର: ମନ ରଚନାତ୍ମକ କାର୍ୟ୍ୟରେ ଲାଗିବ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର: ମନ ଅଶାନ୍ତି ମୁକ୍ତ ରହିବ।

ବୃଷ: ରବିବାର: ଧୈର୍ୟ୍ୟ ଓ ସଂଯମ ରଖି କାମ କରନ୍ତୁ। ସୋମ ଓ ମଙ୍ଗଳବାର: କାର୍ୟ୍ୟ ବୃଦ୍ଧି ଲାଗି ସୁଅବସର ମିଳିବ। ବୁଧ ଓ ଗୁରୁବାର: ଘରର ବାତାବରଣ ଠିକ୍‌ ରହିବ। ଶୁକ୍ର ଓ ଶନିବାର: ଲାଭର ସ୍ଥିତି ହ୍ରାସ ହୋଇପାରେ।

ମିଥୁନ: ରବିବାର: ବ୍ୟବସାୟରେ ଭଲ ଲାଭ ହେବ। ସୋମ ଓ ମଙ୍ଗଳବାର: ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ଭଲ ରହିବ। ବୁଧ ଓ ଗୁରୁବାର: ନିଜ ପ୍ରତିଭାରୁ ବଡ଼ ଲାଭ ହେବ। ଶୁକ୍ର ଓ ଶନିବାର: ସ୍ଥଗିତ ଥିବା କାମ ପୂରା ହେବ।

କର୍କଟ: ରବିବାର: ନୂଆ କାମ ଶୁଭାରମ୍ଭ ହେବ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଯଥେଷ୍ଟ ସଫଳତା ପାଇବେ। ବୁଧ ଓ ଗୁରୁବାର: ରାଜନୀତିରେ ଆର୍ଥିକ ଲାଭ ହେବ। ଶୁକ୍ର ଓ ଶନିବାର: କୌଣସି ବଡ଼ ଦାୟିତ୍ଵ ମିଳିବ।

ସିଂହ: ରବିବାର: ସ୍ଥିତି ଆପଣଙ୍କ ଅନୁସାରେ ବଦଳିଯିବ। ସୋମ ଓ ମଙ୍ଗଳବାର: କାରବାରରେ ନୂଆ ସଉଦା ହେବ। ବୁଧ ଓ ଗୁରୁବାର: ଭାବନାକୁ ସକାରାତ୍ମକ ବଜାୟ ରଖନ୍ତୁ। ଶୁକ୍ର ଓ ଶନିବାର: ଛାତ୍ରଙ୍କ ଲାଗି ସମୟ ଅନୁକୂଳ।

କନ୍ୟା: ରବିବାର: ପ୍ରୟାସରେ ସଫଳତା ମିଳିବ। ସୋମ ଓ ମଙ୍ଗଳବାର: ପ୍ରଚୁର ମାତ୍ରାରେ ଧନାଗମ ହେବ। ବୁଧ ଓ ଗୁରୁବାର: ଚାକିରିଆଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ନିଜର ଭାଷାଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ।

ତୁଳା: ରବିବାର: ଜରୁରୀ କାମରେ ଯାତ୍ରାରେ ଯିବେ। ସୋମ ଓ ମଙ୍ଗଳବାର: ଘରର ବାତାବରଣରେ ଖୁସି ରହିବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ନୂଆ ପ୍ରସ୍ତାବ ଓ କାମ ପାଇବେ।

ବିଛା: ରବିବାର: ଉପାର୍ଜନ ଲାଗି ନୂଆ ସ୍ରୋତ ପାଇବେ। ସୋମ ଓ ମଙ୍ଗଳବାର: ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ବୁଧ ଓ ଗୁରୁବାର: ସବୁ ଆପଣଙ୍କ ମନମୁତାବକ ହେବ। ଶୁକ୍ର ଓ ଶନିବାର: ଆୟରେ ବୃଦ୍ଧି ହେବ।

ଧନୁ:ରବିବାର: ଅଧୁରା କାମ ପୂରା ହେବ। ସୋମ ଓ ମଙ୍ଗଳବାର: ଅଚାନକ ଧନଲାଭ ହେବ। ବୁଧ ଓ ଗୁରୁବାର: ଆପଣଙ୍କର ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। ଶୁକ୍ର ଓ ଶନିବାର: ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

ମକର: ରବିବାର: ସମୟର ଠିକ୍‌ ଉପଯୋଗ କରନ୍ତୁ। ସୋମ ଓ ମଙ୍ଗଳବାର: ସଫଳତା ଓ ଲାଭ ପାଇବେ। ବୁଧ ଓ ଗୁରୁବାର: ବନ୍ଧୁଙ୍କ ସହିତ ଭଲରେ ସମୟ କଟିବ। ଶୁକ୍ର ଓ ଶନିବାର: ଦୂର ସ୍ଥାନକୁ ଯାତ୍ରାରେ ଯାଇପାରନ୍ତି।

କୁମ୍ଭ: ରବିବାର: ସୁଖ ସୁବିଧା ପାଇଁ ଖର୍ଚ୍ଚ କରିବେ। ସୋମ ଓ ମଙ୍ଗଳବାର: ଭାଗ୍ୟର ଦ୍ଵାର ଖୋଲିପାରେ। ବୁଧ ଓ ଗୁରୁବାର: କାରବାର ବୃଦ୍ଧି ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ଧନର ଆଗମନ ହେବ।

ମୀନ: ରବିବାର: ବୈବାହିକ ଜୀବନ ପାଇଁ ସମୟ ଭଲ। ସୋମ ଓ ମଙ୍ଗଳବାର: ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ବୁଧ ଓ ଗୁରୁବାର: ନୂଆ କାମରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ଚାକିରିରେ ଯଥେଷ୍ଟ ସଫଳତା ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More