Only for Entertainment

ଟାଇଗର ୨୦୦କିଲୋ ଓଜନ ଉଠାଇ ସୋସିଆଲ ମିଡିଆରେ ଭିଡିଓ କଲେ ଶେୟାର !

189

ବଲିଉଡର ଆକ୍ସନ ହିରୋ ଟାଇଗର ଶ୍ରଫ ଆଜି ଏକ ଭିଡିଓ ଶେୟାର କରିଛନ୍ତି , ଯେଉଁଥିରେ ସେ ୨୦୦କିଗ୍ରା ଓଜନ ଉଠାଉଥିବାର ନଜର ଆସିଛନ୍ତି । ଟାଇଗରଙ୍କ ଏହି ଅନ୍ଦାଜକୁ ଦେଖି ପ୍ରଶଂସକ ଏବଂ ବନ୍ଧୁ ମାନେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ।

ଟାଇଗରଙ୍କର ଫିଟନେସ ପ୍ରତି ଗଭୀର ଭଲ ପାଇବା ଥିବା ସମସ୍ତଙ୍କୁ ଜଣା । ଟାଇଗରଙ୍କ ଦ୍ୱାରା ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓକୁ ସମସ୍ତେ ଖୁବ ପସନ୍ଦ କରୁଛନ୍ତି ।

ଏହି ଭିଡିଓ କ୍ୟାପଶନରେ ଲେଖା ହୋଇଛି ଯେ , ନିଜକୁ ସେ ଏଭଳି ପୁଶ୍ କରିବା ଅନେକ ଦିନ ହୋଇଗଲାଣି । ହାଇସ୍କୁଲ ସମୟରେ ଏସବୁ ଖୁବ ହାଲକା ଥିଲା । ତେବେ ଏଠାରେ ଆମେ କହି ରଖୁଛୁ ଯେ ଟାଇଗରଙ୍କ ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୫୨,୦୦୦ରୁ ଅଧିକ ଭ୍ୟୁ ମିଳିସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More