Only for Entertainment

ପେଟ ପାଇଁ ନାଟ, ରୂପ ବଦଳାଇ ମାଡ଼ ଖାଇଲେ ଯୁବକ, ଦେଖନ୍ତୁ ଭିଡ଼ିଓ

punjabkesari
117

ପେଟ ପାଟଣା ପାଇଁ ରୂପ ବଦଳାଇଲେ ଯୁବକ । ସାଇବର ସିଟି ଗୁରୁଗ୍ରାମରେ ଜଣେ ଯୁବକ ଯିଏ ପେଟ ପୋଷିବା ପାଇଁ କିନ୍ନର ବେଶ ଧାରଣ କରିଥିଲେ । ସେ ମହିଳାଙ୍କ ବେଶ ପୋଷାକ ଧାରଣ କରି ଲୋକଙ୍କ ହାତରେ ଧରା ପଡ଼ିବା ପରେ ଲୋକ ତାଙ୍କୁ ଚୋର ଭାବି ଖୁବ ପିଟିଲେ । ଅନ୍ୟ ପକ୍ଷରେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଅବଶ୍ୟ ଘଟଣାକୁ ନେଇ ପୋଲିସ ଯାଂଚ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More