ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନଙ୍କର ଏକ ପୁରୁଣା ଭିଡିଓ ଇଂଟରନେଟରେ ଖୁବ ଭାଇରାଲ ହେଉଛି । ଭିଡିଓରେ ପ୍ରିୟଙ୍କା ଏବଂ ଦୀପିକାଙ୍କ ମଧ୍ୟରେ ଏକ କ୍ୟୁଟ ଝଗଡ଼ା ଦେଖିବାକୁ ମିଳିଛି । ବାସ୍ତବରେ ଏହି ଭିଡିଓଟି ଫିଲ୍ମ ବାଜିରାଓ ମସ୍ତାନୀର ସୁଟିଂ ସମୟର ।
ବାସ୍ତବରେ ଦୁଇଜଣଙ୍କ ମଧ୍ୟରେ କୌଣସି କଳି ଝଗଡ଼ା ନାହିଁ । ଦେଖନ୍ତୁ ଭିଡିଓ ।