ରୋମାନସ ସମୟରେ ଏହି ସବୁ କାରଣରୁ ପୁରୁଷଙ୍କୁ ପସନ୍ଦ ହୋଇଥାଏ ଲଭ ବାଇଟ ।
ଲଭ ବାଇଟ କଥା ଶୁଣିଲା ମାତ୍ରେ ସମସ୍ତଙ୍କ ଚେହେରାରେ ହସ ଖେଳି ଯାଇଥାଏ । ମହିଳାଙ୍କ ଠାରୁ ପୁରୁଷ ମାନେ ଲଭ ବାଇଟ କରିବାକୁ ପସନ୍ଦ କରିଥାଆନ୍ତି । ମହିଳା ମାନେ ଏହି ଲଭ ବାଇଟରୁ ବଂଚିବାକୁ ଚେଷ୍ଟା କରୁଥିବା ବେଳେ ପୁରୁଷ ମାନଙ୍କୁ ଏହା ବେଶ ପସନ୍ଦ ହୋଇଥାଏ । ଲଭ ବାଇଟ କରିବାର ଅନେକ କାରଣ ରହିଛି ସତ ମାତ୍ର ଆସନ୍ତୁ ଜାଣିବା କେଉଁ କାରଣରୁ ପୁରୁଷଙ୍କୁ ଲଭ ବାଇଟ ଦେବାକୁ ପସନ୍ଦ ଆସିଥାଏ ।
୧. ଅନେକ ସମୟରେ ଲଭ ସେଶନ ସମୟରେ ହଠାତ ପୁରୁଷମାନେ ଜୋଶରେ ଆସିଯାଇଥାଆନ୍ତି ଏବଂ ନିଜ ସାଥୀ ଶରୀର କୌଣସି ଅଂଗ ଯେପରି କାନ୍ଧ କିମ୍ବା ବେକ ପ୍ରତି ଆକର୍ଷିତ ହୋଇ ଲଭ ବାଇଟ ଦେଇ ଦିଅନ୍ତି ।
୨. ସେହିଭଳି କିଛି ପୁରୁଷ ସାଥୀଙ୍କୁ ଲଭ ବାଇଟ କରିବା ପ୍ରେମ ଜାହିର କରିବାର ପ୍ରକ୍ରିୟା ବୋଲି ଦର୍ଶାଇ ଥାଆନ୍ତି, ଯାହାଦ୍ୱାରା ସେ ତାଙ୍କ ସାଥୀଙ୍କୁ ତାଙ୍କ ପ୍ରେମର ଅନୁଭବ କରାଇବା ଲାଗି ଚେଷ୍ଟା କରିଥାଆନ୍ତି ।
୩. ଆଜିକାଲି ଅଧିକ ରୋମାଂଟିକ ହେବା ଲାଗି ଅନେକ ଯୁବା ତାଙ୍କ ପ୍ରେମର ସନ୍ତକ ସ୍ୱରୂପ ବେକ, ଛାତି କିମ୍ବା ଅଂଟାକୁ ଲଭ ବାଇଟ ଦେଇଥାଆନ୍ତି ।