Only for Entertainment

ଧୂମ୍ରପାନ କରୁଥିବା ନଜର ଆସିଲା ହାତୀ, ଭିଡିଓ ହେଲା ଭାଇରାଲ ।

Panjab kesri
0 60

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ଜଙ୍ଗଲି ହାତୀ ଧୂମ୍ରପାନ କରୁଥିବାର ଦେଖିବାକୁ ମିଳିଛି । ଭିଡିଓ ପ୍ରସ୍ତୁତ କରିଥିବା ସଂଗଠନଙ୍କ କହିବା ମୂତାବକ ହାତୀ କାଠର ପୋଡା ଅଂଶ ଖାଇ ଏଥିରୁ ନିର୍ଗତ ଧୂଆଁକୁ ଉଡାଉଥିବାର ଅନୁମାନ କରିଛନ୍ତି । ବନ୍ୟଜୀବ ସଂରକ୍ଷଣ ସୋସାଇଟିଙ୍କ କହିବା ମୁତାବକ ସଂଗଠନର ଭାରତ କାର୍ଯ୍ୟକ୍ରମ ସହାୟକ ନିର୍ଦ୍ଦେଶକ ବିନୟ କୁମାର ଏହି ଭିଡିଓ ବନାଇଛନ୍ତି ଯେଉଁଥିରେ ହାତୀ ମାନଙ୍କ ସମ୍ପର୍କରେ ନିଆରା ତଥ୍ୟ ଜାଣିବାକୁ ମିଳିଛି । ଏକ ଟିମ ବାଘର ଶିକାର ଉପରେ ନଜର ରଖିଲା ବେଳେ ଏହି ଭିଡିଓ କର୍ଣ୍ଣାଟକର ନାଗରହୋଲ ରାଷ୍ଟ୍ରୀୟ ଉଦ୍ୟାନରେ ବନାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More