Only for Entertainment

ପୁଣିଥରେ ରେସ ଥ୍ରି ଗୀତ ଭଳି ସୋସିଆଲ ମିଡିଆରେ ଦିଲବର ଗୀତରେ ପୁଅଙ୍କର ଜବରଦସ୍ତ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ।

facebook
0 273

ସୋସିଆଲ ମିଡିଆ ଏଭଳି ଏକ ମାଧ୍ୟମ ଯେଉଁଠାରେ ସମସ୍ତେ ନିଜର ଟ୍ୟାଲେଂଟ ପ୍ରଦର୍ଶନ କରିଥାନ୍ତି । ତାହା ଭିଡ଼ିଓ ମାଧ୍ୟମରେ ହେଉ କିମ୍ବା କୌଣସି ଫଟୋ । ତେବେ ସୋସିଆଲ ମିଡିଆ ଏକମାତ୍ର ମାଧ୍ୟମ ଯାହାକୁ ପ୍ରତ୍ୟେକ ବ୍ୟକ୍ତି ଭଲ ହେଉ କିମ୍ବା କ୍ରାଇମ ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାର କରିଥାନ୍ତି । ସେହିଭଳି ସଲମାନଙ୍କ ରେସ ଥ୍ରିର ଭିଡ଼ିଓ ଏବଂ ଗୀତକୁ କପି କରି କିଛି ପିଲାମାନେ କିଛି ଦିନ ପୂର୍ବରୁ ଏକ ଭିଡ଼ିଓ ପ୍ରସ୍ତୁତ କରିଥିଲେ ଯାହାକୁ ଲୋକମାନେ ଖୁବ ପସନ୍ଦ କରିଥିଲେ । କେବଳ ସେତିକି ନୁହେଁ ସଲମାନ ମଧ୍ୟ ଏହାକୁ ଦେଖିବା ପରେ ନିଜ ହସକୁ ରୋକି ପାରି ନଥିଲେ । ତେବେ ନିକଟରେ ପୁଣିଥରେ ସେହିଭଳି ଏକ ଭିଡ଼ିଓ ଭାଇରାଲ ହେଉଛି । ଗୀତଟି ଜନ ଆବ୍ରାହିମଙ୍କ ଅପକମିଂ ଫିଲ୍ମ ସତ୍ୟମେବ ଜୟତେର ଦିଲବର ଗୀତ । ଯେଉଁଥିରେ ଏହି ପିଲାମାନେ ଖୁବ ଜବରଦସ୍ତ ଡ୍ୟାନ୍ସ କରିଥିବା ନଜର ଆସିଛନ୍ତି । ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More