Only for Entertainment

ଅସାମାନ୍ୟ କଳାଜାଇ ଏବଂ ଭାତୁଡି ହୋଇପାରେ କକର୍ଟ ରୋଗର ଲକ୍ଷଣ !

science world india
0 113

ମନୁଷ୍ୟ ଶରୀରରେ କଳାଜାଇ ଏବଂ ଭାତୁଡି ହେବା ସାମାନ୍ୟ କଥା ଅଟେ । ଏହା ଶରୀର କୌଣସି ସ୍ଥାନରେ ଏବଂ ପରିସ୍ଥିତିରେ ଅନୁଭୂତ ହୋଇଯାଇଥାଏ ଏବଂ ଗାୟବ ହୋଇଯାଇଥାଏ । ମାତ୍ର ଅନେକ ସମୟରେ ଏକ ସାଧାରଣ କଳାଜାଇ ଆପଣଙ୍କ ଶରୀରରେ କର୍କଟ ରୋଗ ଭଳି ସମସ୍ୟା ଉତ୍ପନ୍ନ କରାଇବା ସମ୍ଭାବନା ରହିଥାଏ । ଯଦି ଆପଣଙ୍କ କଳାଜାଇର ରଂଗ ଭିନ୍ନ ଦେଖାଯାଏ ତେବେ ସାବଧାନ ହୋଇଯାଆନ୍ତୁ । ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ତାଙ୍କର ପରାମର୍ଶ ନିଅନ୍ତୁ ।

ସାଧାରଣତଃ ଗୋଟିଏ କଳାଜାଇ ୧-୫ମିଲିମିଟର ପାଖାପାଖି ହୋଇଥାଏ, ତେଣୁ ଯଦି ଆପଣଙ୍କ କଳାଜାଇ ବଡ ହୋଇଥାଏ ତେବେ ଡାକ୍ତରଙ୍କ ପାଖକୁ ତୁରନ୍ତ ଯାଆନ୍ତୁ ।

କଳାଜାଇର ଆକୃତି ସବୁବେଳେ ଏକ ରକମର ହୋଇଥାଏ । ଏହା ଅଧିକ ବଡ ହୋଇଥିଲେ ଆପଣଙ୍କୁ କକର୍ଟ ରୋଗ ହେବାର ସମ୍ଭାବନା ରହିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More