Only for Entertainment

ପିଲାଟିକୁ ନେଇ ମେଡିକଲ ଯାଇଥିଲେ ମା,ହେଲା କିଛି ଏଭଳି ବଦଳିଗଲା ପୂରା ଜୀବନ ।

punjab kesari
0 53

ବେଲ୍ସରେ ଜଣେ ମହିଳା ୫ ବର୍ଷ ପୂର୍ବରୁ ନିଜ ସହିତ ହୋଇଥିବା ଏକ ଦୁଃଖଦ ଘଟଣାକୁ ଜଣାଇ ହସ୍ପିଟାଲକୁ ଦାୟୀ କରୁଛନ୍ତି । ମହିଳାଙ୍କ କହିବା ଅନୁସାରେ ସେ ଶ୍ରଦ୍ଧାରେ ତାଙ୍କ ତିନି ମାସର ଝିଅକୁ ନେଇ ସପିଂ କରିବାକୁ ଯାଇଥିଲେ । ସେହି ସମୟରେ ଦୋଳିରେ ତାଙ୍କ ଝିଅ ବେହୋସ ହୋଇଗଲା । ହସ୍ପିଟାଲ ନେବା ପରେ ମଧ୍ୟ ଡାକ୍ତର ତାକୁ ବଂଚାଇ ପାରିଲେ ନାହି । ଯାଂଚ କରିବା ପରେ ଜଣାଗଲାଯେ ଏନୋସଲ୍ସ ପୁଲ୍ମୋନରୀ ବିନସ ଡ୍ରେନେଜରେ ପିଡ଼ିତ ଥିଲେ । ଯାହାକୁ ଜନ୍ମ ପରେ ଡିଟେକ୍ଟ କରିବା ପାଇଁ ଡାକ୍ତର ଅସଫଳ ଥିଲେ । ଏବେ ସେହି ମହିଳା ହସ୍ପିଟାଲରେ ପହଂଚି ପ୍ରତ୍ୟେକ ନବ ଜନ୍ମିତ ଶିଶୁଙ୍କ ହାର୍ଟ କଣ୍ଡିସନ ଚେକ କରିବା ପାଇଁ ଜାଗ୍ରତ କରୁଛନ୍ତି ।

୩୩ ବର୍ଷୀୟା ଗେମୋ ବିଲିୟମ କହିଛନ୍ତିଯେ ଏକ ମଲ୍ରେ ସେଲ ଲାଗିଥିଲା ଏବଂ ସେ ସେଠାକୁ ତାଙ୍କ ୩ ମାସର ପିଲା ସହିତ ଯାଇଥିଲେ,କିନ୍ତୁ ହଠାତ ପିଲାର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ସେ ତାକୁ ହସ୍ପିଟାଲ ନେଇଥିଲେ,କିନ୍ତୁ ପିଲାକୁ ବଂଚାଇ ପାରିନଥିଲେ । ତେବେ ସେ ଏହାକୁ କେବେ ମଧ୍ୟ ଭୁଲି ପାରୁ ନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More