Only for Entertainment

ଅତିଥିକୁ ଦିଅନ୍ତୁ ଟେଷ୍ଟୀ ସରପ୍ରାଇଜ,ମିଠାରେ ବନାନ୍ତୁ ପନୀର ଖିରୀ,ଜାଣନ୍ତୁ ବିଧି ।

youtube
0 51

ମିଠା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଖାଦ୍ୟ ପରେ ମିଠା ଖାଇବା ଦ୍ୱାରା ହଜମ ହୋଇଥାଏ । ତେବେ କେବଳ ସେତିକି ନୁହେଁ ଘରକୁ ଅତିଥି ଆସିଲେ ମିଠା ଖାଇବାକୁ ଦିଆଯାଏ । ତେବେ ଆପଣ ଯଦି ଅତି କମ ସମୟରେ ସହଜ ମିଠା ରେସିପି ପ୍ରସ୍ତୁତ କରି ଅତିଥିଙ୍କୁ ଖାଇବାକୁ ଦେବାକୁ ଚାହାଁନ୍ତି ତେବେ ଏହି ବିଧିକୁ ଅନୁସରଣ କରନ୍ତୁ ।

ପନିର ଖିରୀ ପ୍ରସ୍ତୁତ କରିବା ପାଇଁ ପ୍ୟାନ ଗରମ କରନ୍ତୁ,ଏବେ ଏଥିରେ ପନିର ପକାନ୍ତୁ । ଏହାପରେ ତତକ୍ଷଣାତ ବାଦାମ ଦୁଗ୍ଧ ପକାନ୍ତୁ । ଏହାକୁ ଲଗାତାର ଘାଂଟନ୍ତୁ ଓ ୫ ମିନିଟ ପରେ କଣ୍ଡେନ୍ସଡ ମିଲ୍କ ପକାନ୍ତୁ । ଏହାପରେ ଗୁଜୁରାତି ଗୁଣ୍ଡ ପକାଇ କିଛି ସମୟ ଫୁଟାନ୍ତୁ ଓ ବାହାର କରନ୍ତୁ । ଏହାକୁ ଡ୍ରାଏ ଫ୍ରୁଟରେ ଗାର୍ନିସ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More