Only for Entertainment

ଆପଣ ମଧ୍ୟ ଅଂଟାରେ ବେଲ୍ଟର ବ୍ୟବହାର କରୁଛନ୍ତିକି?ହୋଇଯାଆନ୍ତୁ ସାବଧାନ ।

dailyhunt
0 56

ଆଜିକାଲି ସମସ୍ତେ ବେଲ୍ଟର ବ୍ୟବହାର କରୁଛନ୍ତି । କିନ୍ତୁ ସମସ୍ୟା ସେତେବେଳେ ସୃଷ୍ଟି ହୋଇଥାଏ ଯେତେବେଳେ ଆପଣ ଟାଇଟ ବେଲ୍ଟ ବ୍ୟବହାର କରନ୍ତି । ଏହା ଦ୍ୱାରା ପେଟର ନର୍ଭସ ଦିନସାରା ବାନ୍ଧି ହୋଇ ରହିଥାଏ । ଏଭଳି ଲମ୍ବା ସମୟ ଧରି ହେବା ଦ୍ୱାରା ସମସ୍ୟା ଦେଖାଦିଏ ।

ଏହା ଦ୍ୱାରା ପୁରୁଷଙ୍କର ସ୍ପର୍ମ କାଉଂଟ କମ ହେବାକୁ ଲାଗିଥାଏ । ଯାହା ଦ୍ୱାରା ପୁରୁଷଙ୍କ ଫର୍ଟିଲିଟି କମିବାର ଆଶଙ୍କା ରହିଥାଏ ।

କୋରିଆର ଏକ ରିସର୍ଚରୁ ଜଣାଗଲାଯେ ଟାଇଟ ବେଲ୍ଟ ବାନ୍ଧିବା ଦ୍ୱାରା ଏବଡମିନଲ ମସଲ୍ସର କାମ କରିବାର ପ୍ରକ୍ରିୟା ବଦଳିଯାଏ । ଏହା ଦ୍ୱାରା ହାଡ଼ରେ ସମସ୍ୟା ଦେଖାଦିଏ । ସେଂଟର ଅଫ ଗ୍ରାଭିଟିରେ ପରିବର୍ତ୍ତନ ଆସିଥାଏ । ଯାହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସରେ ମଧ୍ୟ ସମସ୍ୟା ଦେଖାଦିଏ ।

ଖାଦ୍ୟ ହଜମ ଠିକ ଭାବରେ ହୋଇପାରିନଥାଏ ।

ଏସିଡିଟ ସମସ୍ୟା ଦେଖାଦିଏ ।

କୋଷ୍ଠ କାଠିନ୍ୟ ସମସ୍ୟା ଦେଖାଦିଏ ।

ପାଦର ହାଡ଼ ଦୁର୍ବଳ ହୋଇଯାଏ ।

ପାଦ ଫୁଲିଯାଏ ।

ଅଂଟାରେ ସମସ୍ୟା ଦେଖାଦିଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More