Only for Entertainment

କାହିଁକି ପ୍ରଚୁର ପରିମାଣରେ ଭେଣ୍ଡି ଖାଇବା ଆବଶ୍ୟକ?

64
  • ଭିଟାମିନ୍‌, ମିନେରାଲ୍ସ ଏବଂ ଅନ୍ୟ ପୋଷକ ତତ୍ତ୍ୱରେ ଭରପୂର ଥିବା ଭେଣ୍ଡି  ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ୧. ଭେଣ୍ଡି ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ । ଏହା ସହ ଭେଣ୍ଡିର ପାଣି ପିିଇ ମଧ୍ୟ ଆପଣ ଓଜନକୁ ନିୟନ୍ତ୍ରଣ କରି ପାରିବେ । ଏହା ମେଟାବଲିଜିମ୍‌ ଏବଂ ପାଚନକ୍ରିୟାକୁ ସୁସ୍ଥ ରଖିଥାଏ ।ଭେଣ୍ଡିରେ ଲୋ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ରହିଥାଏ । ଯାହା ସର୍କରାସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
  •  ଭେଣ୍ଡିରେ ପୋଟାସିୟମର ମାତ୍ରା ଅଧିକ ରହିଥାଏ । ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
  • ୪. ଅଧିକ ସମୟ ଖରାରେ ରହିବା ଦ୍ୱାରା ତ୍ୱଚାଜନିତ ସମସ୍ୟା ଦେଖା ଯାଇଥାଏ । ଏଭଳି ପରିସ୍ଥିତିରେ ଆପଣମାନେ ଭେଣ୍ଡିର ମାସ୍କ ତିଆରି କରି ଲଗାନ୍ତୁ । ଭେଣ୍ଡିକୁ ଗ୍ରାଇଣ୍ଡ କରି ସେଥିରେ ଲେମ୍ବୁ ଏବଂ ମହୁ ମିଶାଇ ମୁହଁରେ ଲଗାନ୍ତୁ । ୧୦-୧୫ମିନିଟ୍‌ ରଖିବା ପରେ ଭଲ ଭାବରେ ଧୋଇ ନିଅନ୍ତୁ ।
  • ଏହା ବ୍ୟତୀତ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ରକ୍ଷା କରେ ଭେଣ୍ଡି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More