Only for Entertainment

ପୁଲୱାମା ହମଲା ପରେ ଆଫଗାନୀ ବ୍ୟକ୍ତି ପାକର ଉଡାଇଲେ ମଜାକ, ଏହାପରେ କହିଲେ ‘ଯୁଦ୍ଧ ହେଲେ ଆମେ ଭାରତ ସହ ଅଛୁ’ !

NDTV
892

ପୁଲୱାମା ହମଲା ପରେ କେବଳ ଭାରତ ନୁହେଁ ଚାରିଆଡେ କ୍ରୋଧର ନିଆଁ ଜଳିଉଠିଛି , ସମସ୍ତେ ଚାହିଁ ବସିଛନ୍ତି କେବେ ଆତଙ୍କବାଦୀଙ୍କ ଠାରୁ ପ୍ରତିଶୋଧ ନିଆଯିବ । ଏହାମଧ୍ୟରେ ଆଫଗାନିସ୍ତାନର ଏକ ଭିଡିଓ ଭାରତରେ ଖୁବ ଭାଇରାଲ ହେବାରେ ଲାଗିଛି । ନିଜକୁ ୟୁଟ୍ୟୁବ ସନସନୀ ଲିଲି ସିଂ ର ପୁରୁଷ ସଂସ୍କରଣ ବତାଉଥିବା ଏକ ଆଫଗାନିସ୍ତାନୀ ୟୁଟ୍ୟୁବର ଭାରତରେ ଜବରଦସ୍ତ ପ୍ରସିଦ୍ଧି ଲାଭ କରିବାରେ ଲାଗିଛି । ଏହି ବ୍ୟକ୍ତି ଜଣକ ପୁଲୱାମା ଆତଙ୍କୀ ହମଲାରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ପାକିସ୍ତାନର ଖୁବ ପରିହାସ କରିଛନ୍ତି ।


ବିହାଇଣ୍ଡ ଦ କର୍ଟେନ ନାମକୁ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ‘ଅସଲୀ’ ପଠାନ ନିଜ ଭିଡିଓରେ ପାକିସ୍ତାନକୁ ଅନେକ କିଛି ଶୁଣାଇଛନ୍ତି । ଏହିଭିଡିଓରେ ଭାରତ ତରଫରୁ ଅନେକ ଲାଇକ ମିଳିିଛି । ଅସଲି ଖାନ କହିଛନ୍ତି ହିନ୍ଦୁସ୍ତାନ କେ ଦୋସ୍ତୋ କୋ ମେରେ ପେଗାମ, ଏବଂ ଏହାପରେ କହିଛନ୍ତି ଯେ ଏହି ଦୁଃଖ ସମୟରେ ଆଫଗାନୀସ୍ତାନ ଆପଣମାନଙ୍କ ସହ ଛିଡା ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More