Only for Entertainment

ଖୁସିଙ୍କ ସହ ମିଶି ଜାହ୍ନବୀ ପୂରା କଲେ ସୁଇଧାଗା ଚ୍ୟାଲେଂଜ, ଦେଖନ୍ତୁ ଭିଡିଓ ।

bollywoodllife
0 27

ଅନୁଷ୍କା ଶର୍ମା ବରୁଣ ଧୱନ ନିଜ ନୂଆ ଫିଲ୍ମ ‘ସୁଇଧାଗା’ ଜରିଆରେ ଧମାଲ ମଚାଇବା ପାଇଁ ସମସ୍ତ ପ୍ରସ୍ତୁତି କରିସାରିଲେଣି । ଧମାକାଦାର ଟ୍ରେଲର ଏବଂ ଗୀତ ଦେଖି ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଏହି ଫିଲ୍ମର । ଏହି ଫିଲ୍ମ ରିଲିଜ ପୂର୍ବରୁ ଅନୁଷ୍କା ଏବଂ ବରୁଣ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହାମଧ୍ୟରେ ସେ ଲୋକମାନଙ୍କୁ ସୁଇଧାଗାର ଚ୍ୟାଲେଂଜ ମଧ୍ୟ ଦେଉଛନ୍ତି ।

ଲୋକଙ୍କୁ କେତେ କମ ସମୟ ମଧ୍ୟରେ ଛୁଂଚିରେ ସୂତ ଗଳାଇ ପାରିବେ ଚ୍ୟାଲେଂଜ ମଧ୍ୟ କରୁଛନ୍ତି, ଏହି ଭଳି କିଛି ନିଆରା ଶୈଳୀରେ ସେ ନିଜ ଫିଲ୍ମ ପ୍ରମୋଶନ କରୁଛନ୍ତି । କେବଳ ସାଧାରଣ ଲୋକ ନୁହଁନ୍ତି କଳାକାରଙ୍କୁ ମଧ୍ୟ ଏହି ଚ୍ୟାଲେଂଜ ଦିଆଯାଇଛି । ଏହି ଲିଷ୍ଟରେ ଜାହ୍ନବୀ ଏବଂ ଖୁସି କପୂର ମଧ୍ୟ ସାମିଲ ଅଛନ୍ତି । ଦେଖନ୍ତୁ ଭିଡିଓ –


ଏଠାରେ ଆମେ କହି ରଖୁଛୁ ଯେ ଏହି ଚ୍ୟାଲେଂଜ ପୂରା କରିବା ପରେ ଜାହ୍ନବୀ ଲଭୟାତ୍ରୀର ଷ୍ଟାର ଏବଂ ଈଶାନଙ୍କୁ ଚ୍ୟାଲେଂଜ କରିଛନ୍ତି ।
ଏଠାରେ ଆମେ ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଶରତ କଟରିୟା । ଏହି ଫିଲ୍ମ ଭାରତ ସରକାରଙ୍କ ମେଡ ଇନ ଇଣ୍ଡିଆ କନସେପ୍ଟ ଉପରେ ଆଧାରିତ । ଫିଲ୍ମ ୨୮ସେପ୍ଟେମ୍ବରରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More