Only for Entertainment

ବିଲେଇକୁ ରେପ କରିଥିବା ବ୍ୟକ୍ତି ଗିରଫ ।

punjab kesari
77

ଦକ୍ଷିଣ ଆଫ୍ରିକାରେ ରେପକୁ ନେଇ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଯାହା ମାନବିକତାକୁ ଲଜ୍ଜାହୀନ କରି ଦେଇଛି । ଏଠାରେ ପୋଲିସ ଶୁକ୍ରବାରକୁ ବିଲେଇକୁ ରେପ କରିଥିବା ବ୍ୟକ୍ତିକୁ ଗିରଫ କରିଛି । ଏହି ବ୍ୟକ୍ତିର ପଡ଼ୋଶୀ ମହିଳା ଜଣକ କହିଛନ୍ତିଯେ ଏହି ବ୍ୟକ୍ତି ଜଣକ ତାଙ୍କ ବିଲେଇ ସହିତ ରେପ କରୁଥିବାର ଦେଖିଛନ୍ତି ।

ଅନଲାଇନ ନ୍ୟୁଜ ୱେବସାଇଟ ସ୍ୱେଟନ ଲାଇଭର ଖବର ଅନୁସାରେ ଦକ୍ଷିଣ ଆଫ୍ରିକାର ସୁରକ୍ଷା ବଳ ରିଆକ୍ସନ ୟୁନିଟର ଅଧିକାରୀଙ୍କ ଅନୁସାରେ ଦୋଷୀର ପଡ଼ୋଣୀଙ୍କ ଅଭିଯୋଗରେ ମାମଲା ରୁଜୁ କରାଯାଇଛି ।

ମହିଳାଙ୍କ କହିବା ଅନୁସାରେ ସେ ତାଙ୍କ ପୋଷା ବିଲେଇକୁ ଘରେ ଖୋଜିଲେ ଏବଂ ପାଇଲେ ନାହିଁ । ଏହାପରେ ସେ ଦେଖିଲେଯେ ବ୍ୟକ୍ତି ଜରକ ସେହି ବିଲେଇକୁ ରେପ କରୁଥିଲା ।ଯାହାପରେ ପୋଲିସ ସେହି ବ୍ୟକ୍ତିକୁ ଗିରଫ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More