Only for Entertainment

ସାମ୍ବାଦିକଙ୍କୁ କପିଲଙ୍କର ଅଶ୍ଲୀଳ ଗାଳି, ଅଡିଓ ଭାଇରାଲ ।

youtube
0 63

ପ୍ରସିଦ୍ଧ କମେଡିଆନ କପିଲ ଶର୍ମା ପୁଣିଥରେ ବିବାଦରେ ଫସିଥିବା ନଜର ଆସିଛି । କଳା ମୃଗ ମାମାଲାରେ ସଲମାନଙ୍କୁ ୫ ବର୍ଷ ଜେଲ ହେବା ପରେ କପିଲ ପ୍ରଥମେ ଆପତ୍ତିଜନକ ଟ୍ୱିଟ କରିଥିଲେ । ଜ୍ୟୁଡିସିଆରି ସିଷ୍ଟମ ଉପରେ ମଧ୍ୟ ପ୍ରଶ୍ନ କରିଥିଲେ । ଏବେ କପିଲ ଶର୍ମାଙ୍କ ଅଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ତାଙ୍କର ପୂର୍ବ ମ୍ୟାନେଜର ଏବଂ ମୁମ୍ବାଇର ଜଣେ ସାମ୍ବାଦିକଙ୍କୁ ଗାଳି କରୁଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଘଟଣାରେ କେତେ ସତ୍ୟତା ରହିଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More