Only for Entertainment

ରୋମାଂଟିକ ଅନ୍ଦାଜରେ ନଜର ଆସିଲେ ବିରୁଷ୍କା, ଦେଖନ୍ତୁ ଭିଡିଓ !

khabarNDTV
0 48

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଏକା ସାଙ୍ଗେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ ହୋଇଛନ୍ତି । ଦୁହେଁ ବାଙ୍ଗାଲୋରରୁ ମୁମ୍ବାଇକୁ ଫେରିଛନ୍ତି । ମଙ୍ଗଳବାର ଯେତେବେଳେ ଯେତେବେଳେ ଦୁହେଁ ବାଙ୍କାଲୋରକୁ ଯାଉଥିଲେ ଦୁହେଁ ଧଳା ଜୋତା ପିନ୍ଧିଥିବାର ସ୍ପଟ ହୋଇଥିଲେ ।

ସେହିଭଳି ସେ ଯେତେବେଳେ ମୁମ୍ବାଇ ଫେରିଥିଲେ ପୁଣି ସେହି ଗେଟଅପରେ ଅନୁଷ୍କାଙ୍କୁ ଦେଖିବାକୁ ମିଳିଥିଲା କିନ୍ତୁ ବିରାଟଙ୍କ ଗେଟଅପ ବଦଳି ଯାଇଥିଲା । ସେ ଧଳା ସାର୍ଟ  ଫର୍ମାଲ ପ୍ୟାଂଟରେ ନଜର ଆସିଥିଲେ । ମାତ୍ର ସବୁଠାରୁ ମଜାଦାର କଥା ହେଉଛି ବିରାଟ ଅନୁଷ୍କାଙ୍କ ହାତ ଧରି ମୁମ୍ବାଇ ଏୟାରପୋର୍ଟରୁ ବାହାରକୁ ଆସିଲେ ।

#viratkohli #anushkasharma back together ❤️❤️❤️❤️

A post shared by Viral Bhayani (@viralbhayani) on

ବିରାଟ ଯେତେବେଳେ ଅନୁଷ୍କାଙ୍କ ସହ ଥାଆନ୍ତି କିଛି ଏଭଳି ତାଙ୍କର ଯତ୍ନ ନେଉଥିବାର ଏହି ଦୃଶ୍ୟରୁ ଜାଣିବାକୁ ମିଳିଛି । ଗତକିଛି ଦିନ ତଳେ ସେ ସୋିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ବିରାଟ ଅନୁଷ୍କାଙ୍କ ସହ ଜିମରେ ଏଳ୍ସରସାଇଜ କରୁଥିବାର ନଜର ଆସିଥିଲେ । ଏହି ଭିଡିଓ ଏତେମାତ୍ରାରେ ଭାଇରାଲ ହୋଇଥିଲା ଯେ ଏଥିରେ କୋଟିଏ ଭ୍ୟୁ ଦେଖିବାକୁ ମିଳିଥିଲା ।

Virat and Anushka are back to Mumbai ?❤️ #HandinHand ?

A post shared by Virat Kohli (@viratkohli.club) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More