Only for Entertainment

ଅନୁଷ୍କା ଶର୍ମାଙ୍କୁ ମିଳିଲା ‘ସ୍ମିତା ପାଟିଲ ମେମୋରିଆଲ ଆୱାର୍ଡ’, ଟ୍ରାଡିସନାଲ ଲୁକରେ ଆସିଲେ ନଜର , ଦେଖନ୍ତୁ ଭିଡିଓ

instagram
0 39

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ୧୦ ବର୍ଷ କ୍ୟାରିୟର ମଧ୍ୟରେ ସୁନ୍ଦର ଅଭିନୟ ପାଇଁ ଅନେକ ଆୱାର୍ଡ ଜିତିଛନ୍ତି । ତେବେ ଅନୁଷ୍କାଙ୍କ ଏହି ଆୱାର୍ଡ ତାଲିକାରେ ଏବେ ଆଉ ଏକ ଆୱାର୍ଡ ସାମିଲ ହୋଇଛି । ଆଜ୍ଞା ହଁ, ବୁଧବାର ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ‘ପ୍ରିୟଦର୍ଶିନୀ ଏକାଡୋମୀ ଗ୍ଲୋବାଲ ଆୱାର୍ଡ’ ସମାରୋହରେ ‘ସ୍ମିତା ପଟେଲ ଆୱାର୍ଡ’ରେ ସମ୍ମାନୀତ କରାଯାଇଛି । କେନ୍ଦୀୟ ମନ୍ତ୍ରୀ ନିିତିନ ଗଡକରୀ ଅନୁଷ୍କାଙ୍କୁ ଏହି ଆୱାର୍ଡ ପ୍ରଦାନ କରିଥିଲେ ।

 

 

View this post on Instagram

 

Repost By @viralbhayani: Cool song while she accepts the award ? #anushkasharma @viralbhayani

A post shared by Sara (@virushka__folyf) on

ଏହି ଆୱାର୍ଡ ଫଙ୍କସନରେ ଅନୁଷ୍କା ଟ୍ରାଡିସନାଲ ଲୁକରେ ନଜର ଆସିଥିଲେ । ଗ୍ରୀନ କଲର ଶାଢୀରେ ଅନୁଷ୍କା ଖୁବ ସୁନ୍ଦର ଲାଗୁଥିବା ବେଳେ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

 

View this post on Instagram

 

Good to hear #anushkasharma thank writers who worked on her films ??. Writers are always neglected @viralbhayani

A post shared by Viral Bhayani (@viralbhayani) on

 

View this post on Instagram

 

Cool song while she accepts the award ? #anushkasharma @viralbhayani

A post shared by Viral Bhayani (@viralbhayani) on

ଅଭିନେତ୍ରୀ ଅନୁଷ୍କା ଏବେ ନିଜର ଆଗାମୀ ଫିଲ୍ମ ‘ସୁଇ ଧାଗା’ର ପ୍ରମୋସନ ରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ଅଭିନେତା ବରୁ ଧୱନଙ୍କ ସହିତ ନଜର ଆସିବେ । ଫିଲ୍ମ ୨୮ ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More