Only for Entertainment

ପରୀକ୍ଷା ସଫଳତା ହାସଲ କରିବା ପାଇଁ କରନ୍ତୁ ଏହି ପ୍ରୟାସ ।

youtube
0 51

ପରୀକ୍ଷାରେ ସଫଳତା ପ୍ରାପ୍ତ ପାଇଁ ଜ୍ୟୋତିଷୀୟ ଉପାୟର ବଡ ମହତ୍ୱ ରହିଛି । ଏହି ଉପାୟ କରିବା ଦ୍ୱାରା ଶିକ୍ଷାରେ ଭଲ ପ୍ରଦର୍ଶନ ହେବ ଏହାସହ ମନୋବଳ ଉପରେ ମଧ୍ୟ ପ୍ରଭାବ ପକାଇବ । ଯଦି ଆପଣଙ୍କ ପାଠ ପଢାରେ କୌଣସି ପ୍ରକାର ପ୍ରଭାବ ପଡୁଛି କିମ୍ବା ପାଠ ପଢାରେ ମନ ଲାଗୁ ନାହିଁ ତେବେ ପ୍ରଥମେ ନିଜ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଜ୍ୟୋତିଷଙ୍କ ଅନୁସାରେ ଆପଣଙ୍କ ରାଶିରେ ରାହୁର ପ୍ରଭାବ ନାହିଁ ସେ ବିଷୟରେ ଜାଣନ୍ତୁ ।

study2

କୁଣ୍ଡଳୀରେ ରାହୁ ଦ୍ୱିତୀୟ, ତୃତୀୟ, ଅଷ୍ଟମ କିମ୍ବା ଭାଗ୍ୟସ୍ଥାନରେ ଥିବା ହେତୁ ରାହୁର ଦିଗ, ଅନ୍ତରଦିଗ କିମ୍ବା ପ୍ରତ୍ୟନ୍ତର ଦିଗ ଚାଲିଛି ତେବେ ଏହା ଗଣିତ ଏବଂ ପଦାର୍ଥ ବିଜ୍ଞାନ ଭଳି ବିଷୟ ପାଠକୁ ପ୍ରଭାବିତ କରିବ ।

କୁଣ୍ଡଳୀରେ ରାହୁ ଦୋଷ କାରଣରୁ ପାଠ ପଢା ଏବଂ କ୍ୟାରିଅର ଉପରେ ପ୍ରଭାବ ପଡିଥାଏ । ଯଦି ଆପଣଙ୍କ ସହ କିଛି ଏଭଳି ବାଧା ଘଟୁଛି ତେବେ ରାହୁକୁ ଶାନ୍ତି କରିବା ପାଇଁ ଉପାୟ ଜ୍ୟୋତିଷଙ୍କ ଠାରୁ ପ୍ରାପ୍ତ କରି କ୍ୟାରିଅରରେ ସାମ୍ନା କରୁଥିବା ବାଧାରୁ ଦୂରେଇ ରୁହନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More