Only for Entertainment

ଏହି ସବୁ ଶାରରୀରିକ ସମସ୍ୟା ଥିଲେ ପଣସ ଠାରୁ ଦୂରରେ ରୁହନ୍ତୁ

Food Revolution Network
26

ପଣସ ପାଟିକୁ ସୁଆଦିଆ ଲାଗିବା ସହ ଏହାର ଅନେକ ଫାଇଦା ମଧ୍ୟ ରହିଛି । ଲୋକେ ଏହାକୁ ପାଚିବା ପରେ ଖାଇବା ସହ କଞ୍ଚାରେ ତରକାରୀ କରି ଖାଇଥାନ୍ତି । ତେବେ ଏହା ଶରୀର ପାଇଁ ଲାଭଦାୟକ ହୋଇଥିଲେ ମଧ୍ୟ କିଛି କିଛି ଲୋକଙ୍କ ପାଇଁ ଏହା ହାନିକାରକ ହୋଇଥାଏ । ପଣସ କେଉଁ ଲୋକମାନଙ୍କ ପାଇଁ ବିଷ ସଦୃଶ ଆଜି ଆମେ ଆପଣଙ୍କୁ ଜଣାଇବୁ ।

  • ଗର୍ଭବତୀ ଥିବା ମହିଳା ଫାଇବର ଯୁକ୍ତ ପଣସଠାରୁ ଦୂରରେ ରହିବା ଦରକାର । ଗର୍ଭାବସ୍ଥାରେ ଏହାକୁ ଖାଇବା ଦ୍ୱାରା ଗର୍ଭପାତ ହେବାର ଆଶଙ୍କା ରହିଥାଏ ।
  • ଯେଉଁ ଲୋକମାନଙ୍କର ପେଟ ସମ୍ବନ୍ଧିତ ସମସ୍ୟା ରହିଛି, ସେମାନେ ପଣସଠାରୁ ନିଜକୁ ଦୂରରେ ରଖିବା ଦରକାର । ଯଦି ଆପଣଙ୍କର ପେଟ ଖରାପ ରହିଛି, ତେବେ ଭୁଲରେ ମଧ୍ୟ ପଣସ ଖାଆନ୍ତୁ ନାହିଁ ।
  • ପଣସରେ ଗ୍ଲୁକୋଜର ମାତ୍ରା ଅଧିକ ପରିମାଣରେ ରହିଥିବାରୁ ମଧୁମେହ ରୋଗୀଙ୍କୁ ପାଚିଲା ପଣସଠାରୁ ନିଜକୁ ଦୂରରେ ରଖିବା ଦରକାର । ଯଦି ଆପଣ ମଧୁମେହର ଶିକାର ହୋଇଛନ୍ତି, ତେବେ ସୀମିତ ମାତ୍ରରେ ପଣସ ଖାଇବାକୁ ଚେଷ୍ଟା କରନ୍ତୁ ।
  • ଯେଉଁ ଲୋକମାନଙ୍କ ଶରୀରରେ କୌଣସି ପ୍ରକାରର ରକ୍ତ ଜମାଟ ବାନ୍ଧି ଯାଇଛି, ତେବେ ସେମାନଙ୍କୁ ପଣସଠାରୁ ନିଜକୁ ଦୂରରେ ରଖିବା ଦରକାର ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More