Only for Entertainment

‘କି ଏବଂ କା’ ଫିଲ୍ମ ପରେ ପୁଣି ଥରେ ସ୍କ୍ରିନ ସେୟାର କରିବେ ଅର୍ଜୁନ ଓ କରୀନା ।

amarujala
0 36

୨୦୦୭ ମସିହାରେ ସୁପର ହିଟ ହୋଇଥିବା ଫିଲ୍ମ ‘ଲାଇଫ ଇନ୍ ଏ ମେଟ୍ରୋ’ ର ସକ୍ୱେଲ ପୁଣିଥରେ ବଡ ପରଦାରେ ନଜର ଆସିବ । ପୂର୍ବରୁ ଏହି ଫିଲ୍ମଟି ୬ଟି ଚରିତ୍ରକୁ ନେଇ ନିର୍ମାଣ ହେଇଥିଲା ଏବଂ ଏହାର ସିକ୍ୱଲରେ ମଧ୍ୟ ଭିନ୍ନ ଭିନ୍ନ ଜୀବନ ଶୈଳୀକୁ ଦର୍ଶାଇବା ପାଇଁ ନିର୍ଦ୍ଦେଶକ ଅନୁରାଗ ବାସୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା କେବଳ ଅର୍ଜୁନ ଓ କରିନା ଏହି ଫିଲ୍ମ ପାଇଁ ଫାଇନାଲ୍ ହୋଇସାରିଛନ୍ତି ଓ ଅନ୍ୟ କଳାକାରଙ୍କୁ ଖୋଜା ଚାଲିଛି ।

ଆମେ ଆପଣଙ୍କୁ କହି ରଖୁଛୁଯେ ପ୍ରଥମ ସିଜନରେ ସରମନ ଜୋସୀ,କଙ୍ଗନା ରାଣାୱତ,ସିଲ୍ପା ସେଟ୍ଟୀ,ଇରଫାନ ଖାନ,କୋଙ୍କଣା ସେନ,ସାଇନି ଆହୁଜା ଏବଂ କେକେ ମେନନ ଙ୍କ ଭଳି କଳାକାର ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More