Only for Entertainment

ଝିଅମାନେ ପର୍ସରେ ସବୁବେଳେ ରଖନ୍ତୁ ଏହି ୪ଟି ବିୟୁଟି ପ୍ରଡକ୍ଟ,ତ୍ୱଚା ହେବ ନାହିଁ ଖରାପ ।

mypham.hanghieu
0 55

ପ୍ରବଳ ଖରାରେ ବାହାରକୁ ବାହାରିଲେ ତ୍ୱଚା ଖରାପ ହେବାର ଭୟ ସମସ୍ତଙ୍କର ରହିଥାଏ । ବିଶେଷକରି ଝିଅମାନଙ୍କୁ ଏହାର ଭୟ ଅଧିକ ପରିମାଣରେ ରହିଥାଏ । ଏସବୁରୁ ବଂଚିବା ପାଇଁ ଝିଅମାନେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରିଥାନ୍ତି । କିନ୍ତୁ ସେସବୁକୁ ପାଖରେ ରଖିବା ଅସମ୍ଭବ । କିନ୍ତୁ ଏଭଳି ୪ଟି ପ୍ରଡକ୍ଟ ରହିଛି ଯାହାକୁ ବାହାରକୁ ଯିବା ସମୟରେ ନେଇପାରିବେ ଏବଂ ଏହାକୁ ବ୍ୟବହାର କରିବା ମଧ୍ୟ ଅତି ସହଜ ହେବ ।

ଫେଶ ୱାଇପ କିମ୍ବା ଟାୱେଲ- ଗରମରେ ଅଧିକ ଝାଳ ବାହାରିବା ଦ୍ୱାରା ମେକଅପ ଖରାପ ହୋଇଯାଏ । ଯାହା ଦ୍ୱାରା ତ୍ୱଚା ଡଲ ଦେଖାଯାଏ । ଏହି ସମୟରେ ଆପଣ ଚେହୋରାକୁ ଫେଶ ୱାଇପରେ ପରିଷ୍କାର କରିପାରିବେ ।

ସିସି କ୍ରିମ- ଖରାକୁ ବାହାରିବା ସମୟରେ ପାଖରେ ସିସି କ୍ରିମ ରଖନ୍ତୁ । ବାହାରେ ମେକ ଅପ ୱାଇପ କରିସାରିବା ପରେ ଏହାକୁ ବ୍ୟବହାର କରିବା ଦ୍ୱାରା ତ୍ୱଚା ଉଜ୍ଳ ଦେଖାଯାଏ ।

ବିଭିନ୍ନ ସମୟରେ ଆଖିର କଜଳ ଖେଳାଇଯାଏ । ତେଣୁ ଚେହେରା ଖରାପ ଦେଖାଯାଏ । ଏଥିରୁ ବଂଚିବା ପାଇଁ ୱାଟରପ୍ରୁଫ କାଜଲ ବ୍ୟବହାର କରନ୍ତୁ ।
ଡ୍ରାଏ ସାମ୍ପୁ-ବାହାରକୁ ଯିବା ଦ୍ୱାରା ପ୍ରଦୂଷଣରେ କେଶ ଖରାପ ହୋଇଯାଏ । ତେଣୁ ଡ୍ରାଏ ସାମ୍ପୁର ବ୍ୟବହାର କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More