Only for Entertainment

ସପ୍ନା ଚୌଧୁରୀଙ୍କ ଗୀତରେ ଷ୍ଟାର କ୍ରିକେଟର କ୍ରିସ୍ ଗେଲଙ୍କ ଜବରଦସ୍ତ ଠୁମକା, ଦେଖନ୍ତୁ ଭିଡିଓ…

zee news
0 44

ବିଗ୍ ବସ ପରେ ହରିୟାଣା ଡ୍ୟାନ୍ସର ସପ୍ନା ଚୌଧୁରୀଙ୍କ ଫ୍ୟାନ ଫଲୋଇଙ୍ଗ ବଢିବାରେ ଲାଗିଛି । ଭାରତକୁ ଛାଡନ୍ତୁ ଏବେ ୱେଷ୍ଟ ଇଣ୍ଡିଜ ଷ୍ଟାର କ୍ରିକେଟର ମଧ୍ୟ ତାଙ୍କ ଫ୍ୟାନ୍ସ ତାଲିକାରେ ସାମିଲ ହୋଇଛନ୍ତି । ଆଇପିଏଲରେ ଛକା ଚଉକା ବର୍ଷା କରୁଥିବା କ୍ରିସ ଗେଲଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦଖିବାକୁ ମିଳିଛି । ଗେଲ ସପ୍ନା ଚୌଧୁରୀଙ୍କ ପ୍ରସିଦ୍ଧ ଗୀତ ‘ତେରେ ଆଖୋଁ କା କାଜଲ’ରେ ନିଜ ଅନ୍ଦାଜରେ ଜବରଦସ୍ତ ଠୁମକା ଲାଗାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କ୍ରିସ ଗେଲଙ୍କ ଏହି ଡ୍ୟାନ୍ସ ଭିଡିଓକୁ ସପ୍ନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଦେଖନ୍ତୁ ଭିଡିଓ…

 

Look what I found on Internet. @chrisgayle333 You are such a good Dancer.

A post shared by Sapna Choudhary (@itssapnachoudhary) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More