Only for Entertainment

ଡିନରରେ ପ୍ରସ୍ତୁତ କରନ୍ତୁ ପାଳଙ୍ଗ ଡାଲମା ।

youtube
0 51

ଆବଶ୍ୟକୀୟ ସାମଗ୍ରୀ- କଟା ପାଳଙ୍ଗ,ହଳଦୀ,ଚଣା ଡାଲି,ସୋରିଷ,ହେଙ୍ଗୁ,ଧନିଆ ପତ୍ର,କଟା ପିଆଜ,କଂଚା ଲଙ୍କା,ଲଙ୍କା ଗୁଣ୍ଡ,ଗ୍ରେଟେଡ ଗୁଡ଼ ।

ପ୍ରସ୍ତୁତି ପ୍ରଣାଳୀ- ଲୁଣ,ହଳଦୀ,ଚଣା ଡାଲି ଓ ଜଳ ପକାଇ ପ୍ରେସର ଦିଅନ୍ତୁ । ଏକ ପ୍ୟାନରେ ହେଙ୍ଗୁ,ଭୃସଙ୍ଗ ପତ୍ର ଓ ସୋରିଷ ପକାନ୍ତୁ । ଏହା ସହିତ କଂଚା ଲଙ୍କା ଏବଂ ପିଆଜ ମଧ୍ୟ ପକାନ୍ତୁ । ଏହାକୁ ପ୍ରେସରରେ ଥିବା ମିଶ୍ରଣରେ ପକାନ୍ତୁ । ଲଙ୍କା ଗୁଣ୍ଡ,ଲୁଣ ଓ କିଛି ଜଳ ପକାଇ ୭ ମିନିଟ ଫୁଟାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More