Only for Entertainment

ମନମର୍ଜିଆଁର ନୂଆ ଗୀତ ରିଲିଜ, ତାପସୀଙ୍କୁ ମନାଇଥିବାର ନଜର ଆସିଲେ ବିକି କୌଶଲ !

youtube
0 33

ତାପସୀ ପନ୍ନୁ, ଅଭିଷେକ ବଚ୍ଚନ ଏବଂ ବିକି କୌଶଲ ଷ୍ଟାରର ଫିଲ୍ମ ମନମର୍ଜିଆଁ’ର ନୁଆ ଗୀତ ରିଲିଜ ହୋଇଛି । ଏହି ଗୀତ ହେଉଛନ୍ତି ‘ଧ୍ୟାନଚନ୍ଦ’ , ଯାହା ଶୁଣିବାକୁ ଖୁବ ମଜାଦାର ହୋଇଛି ଏବଂ ଏହି ଗୀତ ଆପଣଙ୍କୁ ଝୁମେଇ ଦେବ । ଏହି ଗୀତରେ ବିକି କୌଶଲଙ୍କ ଅନ୍ଦାଜ ଆପଣଙ୍କୁ ଦିୱାନା କରିଦେବ । ଗୀତରେ ରାଗରେ ଥିବା ତାପସୀ ପନ୍ନୁଙ୍କୁ ମନାଉଥିବା ବିକି କୌଶଲ ପ୍ରୟାସ କରୁଛନ୍ତି ଏବଂ ତାପସୀଙ୍କ ଆଗରେ ପଛରେ ଗୀତ ଗାଉଥିବାର ଦେଖିବାକୁ ମିଳିଛନ୍ତି ।
ଏବେ ପର୍ଯ୍ୟନ୍ତ ରିଲିଜ ହୋଇଥିବା ଟ୍ରେଲର ଏବଂ ଗୀତକୁ ଦେଖି ଆପଣ ଜାଣି ପାରୁଥିବେ ଯେ ଫିଲ୍ମ କେତେ ଜବରଦସ୍ତ ହୋଇଥିବ ।

ଫିଲ୍ମ ଟ୍ରେଲର ଜାରି ହୋଇ ସାରିଛି । ଏହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ଏବଂ ଏହା ଫିଲ୍ମ ଦେଖିବାକୁ ନିଶ୍ଚୟ ମଜବୁର କରିଦେବ । ଏହି ଫିଲ୍ମ ୧୪ସେପ୍ଟେମ୍ବରରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More