Only for Entertainment

କୁକୁରଟି ମରିବାର ଏପରି ଅଭିନୟ କଲା ଯେ, ଦେଖିଲେ ହସି ହସି ଗଡିଯିବେ ।

khabar NDTV
0 92

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଆପଣ ଆପଣଙ୍କ ହସକୁ ରୋକି ପାରିବେ ନାହିଁ । ଏହି କୁକୁରର ଅଭିନୟରେ ସମସ୍ତେ ଦିୱାନା ହୋଇଯାଉଛନ୍ତି । ଏହି ଭିଡିଓରେ କୁକୁରଟି ମରିବାର ଅଭିନୟ କରୁଛି । ଏହି ଭିଡିଓକୁ ଟିମ ଇଣ୍ଡିଆର ସ୍ନିପର ହରଭଜନ ସିଂ ଶେୟାର କରିଛନ୍ତି ।

Mr talent ?⭐️

A post shared by Harbhajan Turbanator Singh (@harbhajan3) on

ହରଭଜନଙ୍କର ଏହି ଭିଡିଓରେ ୧୫ଘଂଟା ମଧ୍ୟରେ ୯୦ହଜାରରୁ ଉଦ୍ଧ୍ୱର୍ ଭ୍ୟୁ ମିଳି ସାରିଲାଣି । ସେ ଭିଡିଓ ଶେୟାର କରି ମିଷ୍ଟର ଟ୍ୟାଲେଂଟ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More