ଇଦରେ ଭାଇଜାନଙ୍କୁ ଦେଖିବା ପାଇଁ ଘର ସାମ୍ନାରେ ଲାଗିଲା ଭିଡ଼,ଦେଖନ୍ତୁ ଭାଇରାଲ ଭିଡ଼ିଓ ।
ବଲିଉଡ ଅଭିନେତା ସଲମାନ ଖାନ ପ୍ରତ୍ୟେକ ଉତ୍ସବକୁ ଖୁବ ଧୁମଧମାରେ ପାଳନ କରନ୍ତି । ନିକଟରେ ସଲମାନ ଚଳିତ ଇଦକୁ ମଧ୍ୟ ସେହିଭଳି ପାଳନ କରିଛନ୍ତି । ତେବେ ଇଦ ଉପଲକ୍ଷେ ସଲମାନଙ୍କୁ ଦେଖିବା ପାଇଁ ତାଙ୍କ ଘର ସାମ୍ନାରେ ଖୁବ ଭିଡ଼ ଜମିଥିଲା ।
ୟୁଲିୟା ବନ୍ତୁର ମଧ୍ୟ ଇଦ ପାଳନ ପାଇଁ ତାଙ୍କ ଘରେ ପହଂଚିଥିଲେ ।