Only for Entertainment

ସାମ୍ନାକୁ ଆସିଲା ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଷ୍ଟାରକାଷ୍ଟଙ୍କ ଫଟୋ ।

bollywood tadka
0 45

ବଲିଉଡ ଆକ୍ଟର ରଣବୀର କପୁର ଖୁବଶୀଘ୍ର ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଏହି ଫିଲ୍ମର ସ୍କ୍ରିପ୍ଓ ଉପରେ କାମ ଖୁବ ଜୋରରେ ଆରମ୍ଭ ହୋଇସାରିଛି । ନିକଟରେ ଫିଲ୍ମର ଷ୍ଟାରକାଷ୍ଟଙ୍କ ଏକ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ରଣବୀର କପୁର,ଆଲିୟା ଭଟ୍ଟ,ଅମିତାଭ ବଚ୍ଚନ ଏବଂ ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ନଜର ଆସିଛନ୍ତି ।

 

ଏହି ଫିଲ୍ମରେ ରଣବୀର ଏବଂ ଆଲିୟା ପ୍ରଥମ ଥର ଏକା ସାଙ୍ଗରେ ନଜର ଆସିବେ । ଟିଭି ଅଭିନେତ୍ରୀ ମୌନି ରୟ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଏହାର ପ୍ରଡକ୍ସନ କରଣ ଜୋହର ଏବଂ ମ୍ୟୁଜିକ ଡାଇରେକ୍ସନର ଦାୟୀତ୍ୱ ପ୍ରସିଦ୍ଧ ସଙ୍ଗୀତକାର ପ୍ରୀତମ ନେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More