Only for Entertainment

ଇଣ୍ଡିଆନ ବକ୍ସ ଅଫିସରେ ‘ଫ୍ରୋଜନ ୨’ର କମାଲ, ଆୟ କଲା ଏତେ କୋଟି!

zee news
22

କ୍ରିସ ବକ ଏବଂ ଜେନିଫର ଲି ଦ୍ୱାରା ନିର୍ଦ୍ଦେଶିତ ଆନିମେଟେଡ ଫିଲ୍ମ ‘ଫ୍ରୋଜନ ୨’ ଭାରତୀୟ ବକ୍ସ ଅଫିସରେ ଓପନିଂ ୱିକେଣ୍ଡରେ ୧୯ କୋଟି ଆୟ କରି ସାରିଛି । ଖବର ଅନୁସାରେ ଡିଜ୍ନିର ଏହି ଆନିମେଟେଡ ଫିଲ୍ମ ଭାରତର ଏପରି ଏକ ଫିଲ୍ମ ଯାହା ବକ୍ସ ଅଫିସରେ ମାତ୍ର ତିନି ଦିନରେ ୧୯.୧୦ କୋଟି ଆୟ କରି ରେକର୍ଡ କରିଛି ।

ଫ୍ରୋଜନ ୨ ଶୁକ୍ରବାର ରିଲିଜ ହୋଇଥିଲା । ଫିଲ୍ମ ପ୍ରଥମ ଦିନରେ ୩.୩୫ କୋଟିର ବ୍ୟବସାୟ କରିଥିଲା । ସେହିପରି ଶନିବାର ଏବଂ ରବିବାର ଫିଲ୍ମ ଭଲ ଆୟ କରିଥିଲା । ୨୦୧୩ରେ ଆସିଥିବା ଫିଲ୍ମ ‘ଫ୍ରୋଜନ’ର ଏହା ସିକ୍ୱଲ । ଭାରତରେ ଇଂଗ୍ରାଜୀ, ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷାରେ ଏହା ରିଲିଜ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More