Only for Entertainment

ପତି ପତ୍ନୀ ଜାଣନ୍ତୁ ଏହି ସମସ୍ତ ଆଇନ,ନଚେତ ଭୋଗିପାରନ୍ତି ଜେଲ ଦଣ୍ଡ ।

Tavistock Relationships
0 75

ମହିଳା ହୁଅନ୍ତୁ କି ପୁରୁଷ ଉଭୟ ପତୀ-ପତ୍ନୀଙ୍କ ସଂପର୍କକୁ ନେଇ ନିଆଯାଇଥିବା କିଛି ଆଇନ୍ ବିଷୟରେ ଜାଣିବା ନିହାତି ଆବଶ୍ୟକ । ଅନେକ ସମୟରେ ଦେଖାଯାଏ ଯେ ଅର୍ଥାଭାବ ଯୋଗୁଁ ପତୀ-ପତ୍ନୀଙ୍କ ଭିତରେ ବହୁତ ମତାନ୍ତର ଦେଖାଯାଏ । ସମସ୍ତ କଥାକୁ ଆଖି ସାମ୍ନାରେ ରଖି ଏ ବର୍ଷ ପଞ୍ଜାବ ଓ ହରିୟାଣା ହାଇକୋର୍ଟ କିଛି ନିର୍ଦ୍ଦିଷ୍ଟ ନିୟମ ଜାରି କରିଛନ୍ତି । ଚାଲନ୍ତୁ ସେହି ଆଇନ ଗୁଡ଼ିକ ବିଷୟରେ ଆଲୋଚନା କରିବା ।

୧- ଯଦି ପତ୍ନୀ ନିଜକୁ ସମ୍ଭାଳିବା ପାଇଁ ସକ୍ଷମ ତେବେ ସେ ପତୀଙ୍କୁ ନିଜ ଭରଣପୋଷଣ ପାଇଁ ଡିମାଣ୍ଡ କରିପାରିବେ ନାହିଁ । ଯଦି ପ୍ରଥମ ପତ୍ନୀ ଜୀବିତ ଥିବେ ତେବେ ଦ୍ୱୀତିୟ ପତ୍ନୀ ଭରଣପୋଷଣର ଅଧିକାରୀ ନୁହଁନ୍ତି ।

୨- ପତ୍ନୀ ଅବୈଧ ସଂପର୍କକୁ ନେଇ ଦୋଷୀ ସାବ୍ୟସ୍ତ ନ ହେଲେ ମଧ୍ୟ ଛାଡପତ୍ର ମଞ୍ଜୁର କରାଯାଇପାରିବ ।

୩- ପତ୍ନୀଙ୍କୁ କେବଳ ମାରପିଟ ନୁହେଁ ତାଙ୍କର ଭରଣପୋଷଣ ପାଇଁ ମନାକରିବା ମଧ୍ୟ କୃରତା କୁହାଯିବ ।

୪- ପତୀ ଭିକାରୀ ବି ହୋଇଥାନ୍ତୁ ନା କାହିଁକି ନିଜ ସକ୍ଷମତା ଅନୁସାରେ ପତ୍ନୀଙ୍କର ଭରଣପୋଷଣ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More