Only for Entertainment

ସାମ୍ନାକୁ ଆସିଲା ଇଶା ଅମ୍ବାନୀଙ୍କ ୱେଡିଂ କାର୍ଡ , ଦେଖନ୍ତୁ ଭିଡିଓ…

ndtv
41

ଦେଶର ସବୁଠାରୁ ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଡିସେମ୍ବରରେ ଆନନ୍ଦ ପିରାମଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଇଶା ଡିସେମ୍ବର ୧୨ରେ ମୁମ୍ବାଇରେ ବିବାହ କରିବେ । ବିବାହ ଖବର ମଧ୍ୟରେ ଇଶା ଅମ୍ବାନୀଙ୍କ ୱେଡିଂ କାର୍ଡ ଏବେ ଚର୍ଚ୍ଚାରେ ରହିଛି । ଇଶାଙ୍କ ବିବାହ ନମନ୍ତ୍ରଣ କାର୍ଡ ଦୁଇଟି ଭାଗରେ ବିଭକ୍ତ । ଗୋଟିଏ ବକ୍ସରେ ଆଇଏ ଅର୍ଥାତ ଇଶା ଏବଂ ଆନନ୍ଦଙ୍କ ନାମର ପ୍ରଥମ ଅକ୍ଷର ଲେଖାଯାଇଥିବା ବେଳେ ଦ୍ୱିତୀୟ ବକ୍ସରେ ମା ଲକ୍ଷ୍ମୀଙ୍କ ଫଟୋ ରହିଛି ।

ଇଶାଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଖୁବ ସେୟାର କରାଯାଉଛି । ପ୍ରଥମ ବକ୍ସଟି କ୍ରିମ ରଙ୍ଗର ଯାହାକୁ ଫୁଲରେ ସଜାଯାଇଛି । ସେହିପରି ଦ୍ୱିତୀୟ ବକ୍ସଟି ଲାଇଟ ପିଙ୍କ ରଙ୍ଗର ।

ଦେଖନ୍ତୁ ବିବାହ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More