Only for Entertainment

ଆଇଟିବିପି ଯବାନ ୧୮ ହଜାର ଫୁଟ ଉଚ୍ଚତାରେ ଲଗାଇଲେ ତ୍ରିରଙ୍ଗା,ଭିଡ଼ିଓ ହେଲା ଭାଇରାଲ ।

IB times India
0 57

ସମଗ୍ର ଭାରତରେ ଆଜି ହସ ଉଲ୍ଲାସରେ ୬୯ ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଛି । ପ୍ରତିବର୍ଷ ଠିକ ଏହି ଦିନ ଏହା ପୁନରାବୃତ୍ତି ହୋଇଥାଏ । ଦିନଟିକୁ କେବ ମଧ୍ୟ ଭୁଲି ହେବ ନାହିଁ । ଜାତୀୟ ପତାକାକୁ ଏହି ଦିନ ସମ୍ମାନ ଜଣାଇ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଧୁମଧାମରେ ଉତ୍ସବ ପାଳନ କରନ୍ତି । ଜାତରୟ ପତାକାକୁ ସମ୍ମାନ ଦେବା ଆବର କର୍ତ୍ତବ୍ୟ । ଏହା ନ୍ତନ୍ତ୍ର ଦିବସ ଆମକୁ ମନେ ପକାଇ ଦିଏ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତ୍ରିରଙ୍ଗାରା ଉତ୍ତୋଳନ କଲେ । ଇତିହାସରେ ପ୍ରଥମ ଥର ପାଇଁ ୧୦ଟି ଏସିୟାନ ଦେଶ ଏଥିରେ ଉପସ୍ଥିତ ଥିଲେ ।

ଏହି ମୌକାରେ ତିବ୍ଦତ ସୀମା ପୋଲିସ ହିମବୀରଙ୍କର ଏକ ଭିଡ଼ିଓ ରିଲିଜ କରିଛନ୍ତି । ଯାହା ଏବେ ଖୁବ ମାତ୍ରାରେ ଭାଇରାଲ ହେଉଛି । ଯେଉଁଥିରେ ରଣବାଁକୁରେ ମାଇନସ ୩୦ ଡିଗ୍ରୀ ତାମପମାନରେ ୧୮ ହଜାର ଫୁଟ ଉଚ୍ଚତାରେ ତ୍ରିରଙ୍ଗା ଲଗାଇଛନ୍ତି । ସେହି ଭିଡ଼ିଓଟି ହିମାଳୟର ଲଦାଖ ଅଂଚଳର । ଦିଲ୍ଲୀ ରାଜପଥରେ ୩ ସେନା ପରେଡ଼ ପ୍ରଦର୍ଶନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More