Only for Entertainment

ସିନେମା ଘର ପର୍ଯ୍ୟନ୍ତ ପହଂଚିଲା ଜୈନ ସନ୍ଥଙ୍କ ଡକ୍ୟୁମେଂଟ୍ରି,୨୦୦ ଘଂଟାର ସୁଟିଂ ପରେ ନିର୍ମାଣ ହେଲା ଫିଲ୍ମ ।

amarujala
27

ପ୍ରସିଦ୍ଧ ଜୈନ ସନ୍ଥ ଆଚାର୍ଯ୍ୟ ବିଦ୍ୟାସାଗର ଶାସ୍ତ୍ରୀୟ ବା ସାହିତ୍ୟିକ କ୍ଷମାତା ବା ଉପଲବ୍ଧି ବ୍ୟତୀତ ନିଜର ତପ ପାଇଁ ସାରା ଦୁନିଆରେ ପ୍ରସିଦ୍ଧ ।ଆଚାର୍ଯ୍ୟ ପଦ ପାଇବାର ସଂଘର୍ଷ,କଠୋର ତପ,ଆତ୍ମସନ୍ତୋଷୀ ଜୀବନ ଏବଂ ଧର୍ମର ନୀତି ନିୟମକୁ ବୁଝାଇବା ପାଇଁ ନିର୍ଦ୍ଦେଶକ ବିଧି ବିଦ୍ୟୋଦୟ ନାମକ ଏକ ଡକ୍ୟୁମେଂଟ୍ରି ନିର୍ମାଣ କରିଛନ୍ତି ।

ଏହା ଏକ ଭିନ୍ନ ପ୍ରକାରର ଫିଲ୍ମ । ଯେଉଁଥିରେ ଜୀବନର କଠିନ ଯାତ୍ରା ଦେଖିବାକୁ ମିଳିବ ।ଏହି ଫିଲ୍ମ ତିନି ବର୍ଷର ପରିଶ୍ରମର ଫଳ ।ତିନି ଘଂଟାର ଏହି ଫିଲ୍ମ ପାଇଁ ୨୦୦ ଘଂଟାର ସୁଟିଂ କରାଯାଇଛି ।ଏହି ଫିଲ୍ମ ଦେଶ ବ୍ୟତୀତ ଦେଶ ବାହାରର ସିନେମା ଘରେ ମଧ୍ୟ ୨୩ ନଭେମ୍ବରକୁ ରିଲିଜ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More