Only for Entertainment

‘ସଂଜୁ’ରେ ଏହିପରି ରହିଛି କରିଶ୍ମା ତନ୍ନାଙ୍କ ଲୁକ, ମାଧୁରୀଙ୍କ ଭୂମିକାରେ ଆସିପାରନ୍ତି ନଜର ।

India TV
0 36

ଟିଭି ଅଭିନେତ୍ରୀ କରିଶ୍ମା ତନ୍ନାଙ୍କୁ ଖୁବ ଶୀଘ୍ର ସଂଜୟ ଦତ୍ତଙ୍କ ବାୟୋପିକ ‘ସଂଜୁ’ରେ ଦେଖିବାକୁ ମିଳିବ । ଫିଲ୍ମରେ ସବୁ ଅଭିନେତ୍ରୀ କେଉଁ ଭୂମିକାରେ ନଜର ଆସିବେ ତାହାର ଖୁଲସା ହୋଇସାରିଥିବା ବେଳେ କରିଶ୍ମା ତନ୍ନାଙ୍କୁ ନେଇ କୌଣସି ଖୁଲାସା ହୋଇନଥିଲା । କିନ୍ତୁ ଚର୍ଚ୍ଚା ହେଉଛି ଯେ ଫିଲ୍ମରେ କରିଶ୍ମା, ମାଧୁରୀଙ୍କ ଭୂମିକାରେ ନଜର ଆସିବେ ।

ନିକଟରେ ଫିଲ୍ମରେ କରିଶ୍ମାଙ୍କ ଲୁକ ସାମ୍ନାକୁ ଆସିଛି । ଫିଲ୍ମର ଏହି ପୋଷ୍ଟରେ କରିଶ୍ମାଙ୍କ ସହିତ ରଣବୀର କପୁର ଏବଂ ଭିକି କୌଶଲ ନଜର ଆସିଛନ୍ତି । କରିଶ୍ମା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋକୁ ସେୟାର କରିଛନ୍ତି । ଏହା ସହିତ କ୍ୟାପସନରେ ଲେଖିଛନ୍ତି ଗୋଟିଏ ଫ୍ରେମରେ ଖୁସିଭରା ଚେହେରା ।

 

ନିକଟରେ କରିଶ୍ମା ରଣବୀରଙ୍କ ସହିତ କାମ କରିବାର ଏକ୍ସପିରିଏନ୍ସ ସେୟାର କରିଥିଲେ । ସେ କହିôତଲେ ରଣବୀରଙ୍କ ସହିକ କାମ କରିବା ମଜାଦାର ଥିଲେ । ସେ ଜଣେ ନଟି ଛୁଆ ପରି । ଏହା ସହିତ ସେ କହିଥିଲେ ରଣବୀର ସେଟରେ କୁବ ମଜା କରିଥାନ୍ତି । ତାଙ୍କ ପାଖରେ ଅଧିକ ଦକ୍ଷତା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More