Only for Entertainment

ମାଲଦୀପରେ ତୈମୁର ଓ ସୈଫଙ୍କ ସହିତ କରୀନାଙ୍କ ହଲିଡେ,ଦେଖନ୍ତୁ ଫଟୋ ।

aajtak
0 71

କରୀନା କପୁର ଖାନ ଏବେ ପତି ସୈଫ ଅଲି ଖାନ ଏବଂ ପୁଅ ତୈମୁରଙ୍କ ସହିତ ମାଳଦୀପରେ ଛୁଟି ମନାଉଛନ୍ତି । ନିକଟେୀ କରୀନାଙ୍କୁ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା ।

କରୀନା ଏବଂ ସୈଫଙ୍କ କେତେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ସହିତ ସୈଫଙ୍କ ଫନି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

କରୀନାଙ୍କ ସହିତ ସୋହା ଅଲି ଖାନ ମଧ୍ୟ ହଲିଡେ ମନାଇବାକୁ  ଯାଇଛନ୍ତି ।

କିଛି ଦିନ ପୂର୍ବରୁ କରୀନା ଏବଂ ତୈମୁରଙ୍କ ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ଦୁଇ ଜଣ ମ୍ୟାଚିଙ୍ଗ ଡ୍ରେସ ପିନ୍ଧିଥିବରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More